ରାଜ୍ୟ

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ – Ibnodisha

[ad_1]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ଘଟିଛି ଅଭାବନୀୟ ଘଟଣା । ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସୂଚନା ଅନୁଯାୟୀ, ଆଜି ସକାଳେ ଏହି ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନା ପଠାଯାଇଛି । ଏପଟେ ସେହି ଯୁବକକୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ତେବେ ସେହି ଯୁବକ ଜଗତସିଂହପୁର ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହି ଯୁବକ ଜଣଙ୍କ ମୋବାଇଲ ଟାୱାରରେ କମ କରନ୍ତି ତାଙ୍କର ପରକିୟା ପ୍ରୀତିରୁ ହତ୍ୟା ହୋଇଥିବା ସ୍ଥାନୀୟ ଲୋକଙ୍କୃ ଠାରେ ଚର୍ଚ୍ଚା ହେଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button