ରାଜ୍ୟ
କୁଆପଥର ମାଡ଼ ; ବିମାନ ଜରୁରୀ ଅଵତରଣ – Ibnodisha

[ad_1]
ଭୁବନେଶ୍ୱର : କୁଆପଥର ମାଡ଼ରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ବରରୁ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲା ବିମାନ। ହଠାତ ଭୁବନେଶ୍ୱରରେ କୁଆପଥର ମାଡ଼ ହେବାରୁ ଜରୁରୀ ଅବତରଣ କଲା ଭିସ୍ତାରା । ଏହାସହ କୁଆପଥର ମାଡ଼ରେ । ବିମାନର ୱିଣ୍ଡ ସିଲଡ଼ ଭାଙ୍ଗି ଯାଇଥିଲା । ଟେକଅପ୍ କରିବାର ୧୦ ମିନିଟ୍ ପରେ ଜରୁରୀ ବତରଣ କରିଥିଲା ଏହି ବିମାନ । ତେବେ ଏହି ବିମାନରେ ୧୭୦ ଯାତ୍ରୀ ଥିବା ସୂଚନା ରହିଛି ଏବଂ ସମେସ୍ତ ସୁରକ୍ଷିତ ଥିବା ବିମାନ ଜଣାପଡ଼ିଛି ।
[ad_2]




