IBN ଓଡ଼ିଶା ବ୍ୟୁରୋ

ମହିଳା ଋତୁମତୀର ହେବାର କେତେ ଦିନରେ ପୁରୁଷ ସହ ମିଳନ କରିଲେ, ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ

ନମସ୍କାର ବନ୍ଧୁଗଣ, ବହୁତ ଲୋକଙ୍କ ବହୁତ କିଛି ମନସ୍କାମନା ଅଧା ରହିଥାଏ । ଯାହାକୁ ପୁରା କରିବା ପାଇଁ ସେମାନେ ଉପାୟମାନ କରିଥାନ୍ତି ଯାହାଦ୍ୱାରା ସେମାନଙ୍କ ଆଶା ଇଛା ପୁରା ମଧ୍ୟ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଛି ଅନୁଚିନ୍ତା ଯାହାର ପାଳନ କରି ଆପଣ ବହୁତ କିଛି କଥାର ଜ୍ଞାନ ଆହରଣ କରିପାରିବେ । ଏବଂ ଆଜାଣତରେ କରୁଥିବା ଭୁଲ କୁ ମଧ୍ୟ ସୁଧାରୀ ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ଆପଣ ଦୁଇଟି ମୟୁର ପୁଚ୍ଛ ଆଣି ଆପଣଙ୍କ ବିବାହର ଫଟୋ ରଖିଥିବା ଆଲାବମରେ ଯୋଡିକି ରଖନ୍ତୁ । ଏହାଦ୍ୱାରା ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥାଏ ତେବେ ତାହା ଦୂର ହୋଇଯାଏ । 2- ଆପଣଙ୍କ ପୁଅର କିମ୍ବା ଝିଅର ଯଦି ଆପଣ ଜନ୍ମଦିନ ପାଳନ କରୁଛନ୍ତି ତେବେ ସେହିଦିନ ଆପଣଙ୍କ ପିଲାର ଦେହରେ ଟିକିଏ ଖସା ତେଲ ମନେକରି ମାରିଦେବେ । ଏବ ଖସାଲଡୁ ତାକୁ ଖାଇବା ପାଇଁ ଦେବେ । କାରଣ ଖସାକୁ ବିଘ୍ନ ବିନାଶକ ଶସ୍ୟ ମନାଯାଏ ।

3- ଜନ୍ମ ମାସ, ଜନ୍ମ ଦିନ ଏବଂ ଜନ୍ମ ନକ୍ଷତ୍ର ଏହି ତିନି ଦିନରେ ପୁଅ ଝିଅର ବିବାହ କେବେ ମଧ୍ୟ କରନ୍ତୁ ନାହିଁ । ଏହା କ୍ଷତିକାରକ ହୋଇଥାଏ । 4- ନାରୀ ଋତୁମତୀ ହେବାର ଚତୁର୍ଥ ଦିନ ଷଷ୍ଠ ଦିନ, ଅଷ୍ଟମ ଦିନ, ଦଶମ ଦିନ ଏବଂ ଦ୍ଵାଦଶ ବା ବାର ଦିନରେ ଯଦି ସ୍ଵାମୀ ସ୍ତ୍ରୀଙ୍କ ମିଳନ ହୁଏ ଏବଂ ସନ୍ତାନ ଗର୍ଭରେ ରହେ ତେବେ ସେହି ଗର୍ଭରୁ ନିଶ୍ଚିନ୍ତ ଭାବରେ ପୁତ୍ର ସନ୍ତାନ ହିଁ ଜାତ ହୋଇଥାଏ ।

5- ଆପଣ ଘରେ ଠାକୁର ପୂଜା କରିବା ସମୟରେ ଯଦି ବିନା କାରଣରେ ଛୁଆ କାନ୍ଦେ ତେବେ ଜାଣିବେ କିଛି ଅଶୁଭ ଘଟଣା ଘଟିବାର ଅଛି ଆଗକୁ । ଏହାର ପ୍ରତିକାର ପାଇଁ ଆପଣ ତୁରନ୍ତ ଟିପରେ ଟିକିଏ ହଳଦୀ ଆଣି ଠାକୁର ଘର କାନ୍ଥରେ ଟିକିଏ ଲଗାଇ ଦିଅନ୍ତୁ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଉପରୁ ଅଶୁଭ ଦୋଷଟି ଦୂରେଇ ଯିବ ।

6- ମହିଳା ମାନେ ଗାଧୋଇ ସାରିବା ପରେ ମୁଣ୍ଡରେ ତ ନିହାତି ଭାବରେ ସିନ୍ଦୁର ପିନ୍ଧିବେ ଆଉ ସିନ୍ଦୁର ପିନ୍ଧିବା ପରେ ନିଜ ଗଭାରେ ବା ଖୋସାରେ ଧଳା ରଙ୍ଗର ଫୁଲଟିଏ ନିଶ୍ଚୟ ଖୋସନ୍ତୁ । ପ୍ରତ୍ୟକ ଦିନ ଆପଣ ଏହା କରନ୍ତୁ । ଏହାଦ୍ୱାରା ଆପଣଙ୍କ ଆତ୍ମା ପବିତ୍ର ରହିଥାଏ ।

7- ପୁରୁଷ ମାନେ ପୂଜା କରିବା ସମୟରେ କେବେ ମଧ୍ୟ ଦୂର୍ଗାଙ୍କ ଫଟୋ କିମ୍ବା ମୂର୍ତ୍ତିରେ ସିନ୍ଦୁର ଲଗାଇବେ ନାହିଁ । ନାରୀମାନେ ପୂଜା କରିବା ସମୟରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଅନୁଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button