IBN ଓଡ଼ିଶା ବ୍ୟୁରୋ

ଚମତ୍କାରୀ ଉପାୟ, ପୁରା ଘର ପଇସାରେ ଭରିଯିବ… ବାସ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ, ସୁଖ ଦୁଃଖର ସଂସାରରେ ସମସ୍ତେ ସୁଖର କାମନା କରିଥାନ୍ତି । କିନ୍ତୁ ସୁଖ ସମସ୍ତଙ୍କ ଘରକୁ ଗମନ କରିନଥାଏ । ଦୁନିଆରେ ସୁଖ କହିଲେ ପଇସା । ଯାହା ଭାଗ୍ୟରେ ଥାଏ ସେ ମାଲାମାଲ ଆଉ ଯାହା ଭାଗ୍ୟରେ ନଥାଏ ସେ ଭିକାରି । କିନ୍ତୁ ଆଜି ଚାହିଁଲେ ଆପଣ ନିଜ ଭାଗ୍ୟକୁ ବଦଳାଇ ଜୀବନରେ ଟଙ୍କା ସୁନା ଗହଣା ସବୁର ଆଗମନ କରାଇପାରିବେ । ଆଉ ସେଥିପାଇଁ ଆପଣଙ୍କୁ କରିବାକୁ ପଡିବ ଏହି ଚମତ୍କାରୀ ଉପାୟ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଆପଣଙ୍କୁ ଏହି ଉପାୟଟିକୁ ଲଗାତାର 40 ଦିନ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତ୍ୟକ ଦିନ ହନୁମାନଙ୍କ ମନ୍ଦିର ଯିବାକୁ ପଡିବ । ଆଉ ହନୁମାନ ମନ୍ଦିରରେ ସୋରିଷ ତେଲ ପକାଇ ଏକ ମାଟି ଦୀପଟିଏ ଜଳାନ୍ତୁ । ଦୀପ ଜଳିବା ପରେ କିଛି ସମୟ ପର୍ଯ୍ୟନ୍ତ ସେହିଠାରେ ଆପଣ ବସି ରୁହନ୍ତୁ ଏବଂ ହନୁମାନ ଚାଳିଶାର ପାଠ କରନ୍ତୁ ।

ଯଦି ଆପଣ ଘିଅ ଦୀପ ଜଳାଇ ପାରିବେ ତେବେ ଆପଣ ଘିଅ ଦୀପ ଜଳାଇ ପାରିବେ ଏହା ଆପଣଙ୍କ ପାଇଁ ଉତ୍ତମ ହେବ । କାରଣ ଘିଅ ଦୀପକୁ ବହୁତ ଶୁଦ୍ଧ ଏବଂ ପବିତ୍ର ମନାଯାଏ । ଆପଣଙ୍କୁ ମଙ୍ଗଳବାର ଏବଂ ଶନିବାର ଦୀପ ଜଳାଇବା ପରେ ହନୁମାନଙ୍କୁ ସିନ୍ଦୁରର ତିଳକ ଲଗାଇବା ଆବଶ୍ୟକ । ଆପଣଙ୍କୁ ଏହିଭଳି ଭାବରେ 40 ଦିନ ପର୍ଯ୍ୟନ୍ତ ଏହି ଉପାୟକୁ କରିବାକୁ ପଡିବ ।

ଆପଣ 40 ଦିନ ଏହି ଉପାୟକୁ କରିବା ପରେ ଆପଣଙ୍କ ମନର ସବୁ ମନସ୍କାମନା ପୁରା ହୋଇଯିବ । ପଇସାର ଅଭାବ ମଧ୍ୟ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଶେଷ ହୋଇଯିବ । ଏବେ ଆସନ୍ତୁ ଜାଣିବେ ଦିତୀୟ ଉପାୟ ସମ୍ପର୍କରେ । ଆପଣଙ୍କୁ ଆପଣଙ୍କ ମନସ୍କାମନା ଶୀଘ୍ର ପୁରା କରିବା ପାଇଁ  ଆପଣ ଶନିବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତୁ ।

ନିଜର ନିତ୍ୟ କର୍ମ ସାରନ୍ତୁ । ଏବଂ କୌଣସି ବି ଓସ୍ତ ଗଛରୁ ଆପଣ 11ଟି ଓସ୍ତ ପତ୍ର ତୋଳି ନେଇଆସନ୍ତୁ । ଧ୍ୟାନ ରଖିବେ ପତ୍ର ଚିରା ,ଫଟା ନ ହୋଇଥିବା ଉଚିତ । ଆପଣ ଆଣିଥିବା ପତ୍ରକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଆପଣ କୁଙ୍କୁମ, ଅଷ୍ଟଗନ୍ଧାଏବଂ ଚନ୍ଦନ ମିଶାଇ ପତ୍ର ଉପରେ ଶ୍ରୀରାମଙ୍କ ନାମ ଲେଖନ୍ତୁ ।

ଶ୍ରୀରାମ ଲେଖା ହୋଇଥିବା ପତ୍ରରେ ଆପଣ ଏକ ମାଳ ପ୍ରସ୍ତୁତ କରନ୍ତୁ । ଏହି ମାଳକୁ ଆପଣ କୌଣସି ବି ହନୁମାନଙ୍କ ମନ୍ଦିର ଯାଇ ଏହାକୁ ଅର୍ପଣ କରିଦିଅନ୍ତୁ । ଆପଣ ଏହି ଉପାୟ ସବୁ ମଙ୍ଗଳବାର ଏବଂ ଶନିବାର ଦିନ କରନ୍ତୁ । ଏହାକୁ କରିବା ପରେ ଆପଣ ଦେଖିବାକୁ ପାଇବେ ଆପଣଙ୍କ ଜୀବନରେ ଖୁବ ଶୀଘ୍ର ଚମତ୍କାର ହେବାକୁ ଲାଗିବା ଅର୍ଥାତ ଧନର ଆଗମନ ହେବାକୁ ଲାଗିବ ।

Related Articles

Leave a Reply

Your email address will not be published. Required fields are marked *

Back to top button