ମୁହଁରେ କଳାଯାଇ ର ଅର୍ଥ ! ଜାଣନ୍ତୁ କେଉଁ ଜାଗାରେ ଥିଲେ କଳାଜାଇ କଣ ମିଳେ ଶୁଭ ଓ ଅଶୁଭ ସଂକେତ
ନମସ୍କାର ବନ୍ଧୁଗଣ , ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମଣିଷ ଶରୀର ରେ ପ୍ରତ୍ୟେକ ଅଙ୍ଗ ହାତ ଓ ଗୋଡ ଭବିଷ୍ୟତ ସହ ଯୋଡିତ ବିଷୟ କୁ ବର୍ଣ୍ଣନା କରିଥାଏ । ଅନେକ ସମୟରେ ଏହା ଶୁଭ ହୋଇଥିଲା ବେଳେ ଆଉ କେତେକ ସମୟରେ ଏହା ଶୁଭ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଶରୀର ଏବଂ ମୁହଁ ରେ ଆସିଥିବା କଳାଜାଇ କେଉଁ ପ୍ରକାରର ସଙ୍କେତ ଦେଇଥାଏ ତହି ବିଷୟରେ କହିବାକୁ ଇଛା କରୁଛୁ ।
ବ୍ୟକ୍ତି ଶରୀର ରେ ଏବଂ ମୁହଁ ରେ ହୋଇଥିବା କଳାଜାଇ ଆମ ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧରେ କହିଥାଏ । ଆସନ୍ତୁ ଜାଣିବା ତାହା ବିଷୟରେ ମଥା ର ଡାହାଣ ପାଖ ରେ ଥିବା କଳାଜାଇ ଆମକୁ କଣ କହିଥାଏ । ଯେଉଁମାନଙ୍କ ମଥାର ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କ ର ଧନର କୋଣସି ଅଭାବ ରହିନଥାଏ । ସେମାନଙ୍କ ଘରେ ଧନ ସର୍ବଦା ବୃଦ୍ଧି ପାଇଥାଏ । ମଥାର ମଝିରେ ଯେଉଁ ମାନଙ୍କ ର କଳାଜାଇ ରହିଥାଏ , ଏହି ବ୍ୟକ୍ତି ବହୁତ ଭାଗ୍ୟବାନ ଏବଂ ନିର୍ମଳ ସ୍ଵଭାବ ବିଶେଷ ହୋଇଥାନ୍ତି । ମଥା ର ବାମ ପଟେ ଯେଉଁମାନଙ୍କ ର କଳାଜାଇ ରହିଥାଏ , ଏହାକୁ ଅର୍ଜଥା କର୍ଚ କୁହାଯାଏ ।
କାରଣ ଏହି ବ୍ୟକ୍ତିମାନେ ଧନ କୁ ମନ ଇଛା ଊଢାନ୍ତି ଅଦରକାରୀ ଜିନିଷ ରେ ନିଜର ଧନ କୁ ବ୍ଯବହାର କରିଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କ ଆଖିରେ କଳାଜାଇ ରହିଥାଏ ସେମାନେ ବହୁତ ଭଜ୍ଞାବାନ ହୋଇଥାନ୍ତି , ଏମାନେ ଜୀବନରେ ସମସ୍ତ ସୁଖ ଭୋଗ କରିଥାନ୍ତି ଓ ଏମାନେ ସମସ୍ତ ର ଭଲ ଚିନ୍ତା କରିଥାନ୍ତି । ଯେଉଁମାନଙ୍କ ନାକ ଉପରେ କଳାଜାଇ ଥାଏ ସେମାନେ ଜୀବନରେ ଲକ୍ଷ୍ୟ କୁ ନିଦ୍ଧାରଣ କରି ଚାଲିଥାନ୍ତି ଏବଂ ଅନ୍ୟବ୍ୟକ୍ତି କୁ ସହଜ ରେ ଆକର୍ଷଣ କରିଥାନ୍ତି ।
ନାକ ର ତଳ ଭାଗରେ ଯଦି କଳାଜାଇ ରହେ ତେବେ ସେ ବ୍ୟକ୍ତି ଅଳସୁଆ ପ୍ରବୃତି ହୋଇଥାଏ , ସେ କାମ କରିବାକୁ ଆଦୌ ପସନ୍ଦ କରିନଥାଏ । ନାକ ର ଡାହାଣ ପରେ କଳାଜାଇ ଥିବା ବ୍ୟକ୍ତି ର ଧନ , ସୁଖ ସମବୃଦ୍ଧି କେବେ କମ୍ ହୋଇନଥାଏ । ଯେଉଁମାନଙ୍କ ନାକ ର ବାମ ରେ ରହେ ଏହା ସଂଘର୍ଷ କୁ ଦର୍ଶାଇ ଥାଏ । ଏମାନଙ୍କ ସଫଳତା ରେ ବାଧା ଆସିଥାଏ , ମାତ୍ର ଏମାନେ ସହଜ ରେ ସମସ୍ୟା ରୁ ବାହାରକୁ ଆସିଥାନ୍ତି ।
ଓଟ ଉପରେ ଭାଗର ଡାହାଣ ପଟେ କଳାଜାଇ ଥିଲେ ସାରା ଜୀବନ ଏମାନଙ୍କୁ ଜୀବନ ସାଥିର ଭଲ ପାଇବା ମିଳିଥାଏ । ଓଟ ତଳ ଭାଗରେ କଳାଜାଇ ଥିଲେ ଏହାର ଅର୍ଥ ଏମାନେ ଜୀବନରେ ବହୁତ ଖ୍ଯାତି , ନାମ ଅର୍ଜନ କରିଥାନ୍ତି ।
ଗାଲ ର ବାମ ପରେ କଳାଜାଇ ଥିଲେ ଏମାନେ ଧନ ସମ୍ପତି କୁ ଅର୍ଜନ କରିଥାନ୍ତି । ଆଖି ଉପରେ କଳାଜାଇ ଥିଲେ ଏମାନେ ଦୂର ଜାଗା କୁ ଭ୍ରମଣ କରିଥାନ୍ତି ।