IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆସନ୍ତା କାଲି ଠାରୁ ପ୍ରଭୁ ଶନିଦେବ ଙ୍କ କୃପାରୁ ଏହି ରାଶି ହେବେ ମାଲାମାଲ, ଆପଣଙ୍କର ରାଶି ଅଛି କି ?

ଗ୍ରହ ଗୁଡିକ ଶୁଭ ହେଲେ ଶୁଭ ଫଳ ଓ ଅଶୁଭ ହେଲେ ନାନା କଠିନତା ଆଣିଥାଏ । ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ । ତୁଳା ରାଶି : ଯେଉଁ ମାନେ ଚାକିରି କ୍ଷେତ୍ରରେ ଥିଲେ ସେମାନଙ୍କର ପ୍ରମୋଶନ ହେବାକୁ ଯାଉଛି । ବେରୋଜଗାରଙ୍କୁ ରୋଜଗାର ମିଳିବ । ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ଭାଗ୍ଯର ସହଯୋଗ ମିଳିବ ।

ବୃଷ ରାଶି : ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବେ । ଆଗାମୀ ସମୟ ଭଲ ଆସିବାକୁ ଯାଉଛି । ପରିବାରର ସହଯୋଗ ପ୍ରାପ୍ତ ହେବ । ଘରେ ସୁଖ ଶାନ୍ତି ବଜାୟ ରହିବ । ସବୁ କାମ ସଫଳ ହେବ ।

ମେଷ ରାଶି : ଭଗବାନ ଶନିଙ୍କ କୃପା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି । ସନ୍ତାନଙ୍କ ତରଫରୁ ବଡ ଖୁସି ଖବର ମିଳିବ । ଅପାର ସଫଳତା ମିଳିବ । ଯେଉଁ ମାନେ ଦୀର୍ଘ ଦିନରୁ ଚାକିରି ପାଇଁ ପେରାୟସ କରୁଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବ ।

ମିଥୁନ ରାଶି : ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଭାଗ୍ୟ ହଠାତ ଚମକିବାକୁ ଯାଉଛି । ଯେଉଁ ମାନେ ନିସନ୍ତାନ ଥିଲେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦୂର ହେବ । ଅଚାନକ ଧନର ଆଗମନ ହେବ ।

ମକର ରାଶି : ଆପଣଙ୍କୁ ଅଚାନକ ଖୁସି ଖବର ପ୍ରାପ୍ତ ହେବ । ଭଗବାନ ଶନିଙ୍କ କୃପାରୁ ଆପଣଙ୍କର ଅଟକିଥିବା କାମ ପୂରଣ ହେବ । ବିଶେଷ ସୁଖ ଲାଭ କରିବେ । ବ୍ୟକ୍ତିଗତ ସମସ୍ଯା ଦୂର ହେବ । ପ୍ରଭୁ ଶନିଙ୍କ କୃପାରୁ ଘର ପରିବାରରେ ସୁଖ ର ମାହୋଲ ରହିବ ।

ମୀନ ରାଶି : ଭଗବାନ ଶନିଙ୍କ କୃପା ପ୍ରାପ୍ତ ହେବ । କଳା କ୍ଷେତ୍ରରେ ଯେଉଁ ମାନେ କାମ କରୁଛନ୍ତି ସେମାନଙ୍କର ସମାଜରେ ମାନ ସମାନ ବୃଦ୍ଧି ପାଇବ । ପୂର୍ବରୁ ଯେଉଁ କର୍ମ କରିଥିଲେ ତାହାର ଫଳ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ବଢିବ ।

କୁମ୍ଭ ରାଶି : ନୂଆ ଚାକିରି ପାଇବେ । ଚାକିରିରେ ପ୍ରମୋଶନ ଅଟକିଥିଲା ତାହା ପୂର୍ଣ୍ଣ ହେବ । ଆୟ ଦୁଇ ଗୁଣା ବଢିବ । ନୂଆ ଘର ବା ଯାନବାହାନ କିଣିପାରନ୍ତି । ନିବେଶ କରିବାକୁ ଚାହୁଁଥିଲେ ସମୟ ଭଲ ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button