IBN ଓଡ଼ିଶା ବ୍ୟୁରୋ

ରାସ୍ତାରେ ପଡ଼ିଥିବା ବେଲପତ୍ର ଯଦି ମିଳିଯାଏ ତ କ’ଣ କରିବେ, 99% ଲୋକ ଜାଣନ୍ତିନି

ବନ୍ଧୁଗଣ ଯଦି ରାସ୍ତାରେ ଯାଉଥିବା ସମୟରେ ସୌଭାଗ୍ୟ ବଶତଃ ବେଲପତ୍ର ବା ତୁଳସୀ ପାତ୍ର ମିଳିଯାଏ ବା ଗାୟତ୍ରୀ ଫିତା, ନାଲି ରଙ୍ଗର କୌଣସି ଫିତା ମିଳିଥାଏ ତେବେ ଈଶ୍ବରଙ୍କ କୃପା ମିଳିବାର ସଂକେତ ହୋଇଥାଏ । ଏହା ଆପଣଙ୍କ ଭାଗ୍ୟ ଚମକାଇବାର ସୂଚନା ହୋଇଥାଏ । ଏହା ସମସ୍ତଙ୍କୁ ମିଳି ନ ଥାଏ । ଏହା ଯାହାକୁ ମିଳିଥାଏ ସେ ଭାଗ୍ୟବାନ ବ୍ୟକ୍ତି ହୋଇଥାଏ ।

ଯେଉଁ ମାନେ ଦେବୀ ଦେବତାଙ୍କ କୃପା ରହିଥାଏ, ଭଗବାନ ବିଶୁଣୁ ଓ ଶଙ୍କର ଙ୍କ କୃପା ରହିଥାଏ ସେମାନଙ୍କୁ ଏହି ସବୁ ସାମଗ୍ରୀ ରାସ୍ତା ରୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ ରାସ୍ତାରେ ପଡିଥିବା ବେଲପତ୍ର ଯଦି ମିଳିଯାଏ ତେବେ କଣ କରିବା ଉଚିତ ।ଯଦି ଆପଣଙ୍କୁ ରାସ୍ତା ରେ ଯାଉଥିବା ସମୟରେ ବେଲପତ୍ର ମିଳିଯାଏ ତେବେ ଜାଣି ରଖନ୍ତୁ ସେହି ସମୟ ଠାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ।

ଆପଣଙ୍କ ଉପରେ ସାକ୍ଷାତ ଭଗବାନ ଶିବଙ୍କର କୃପା ରହିଛି । ବେଲପତ୍ରକୁ କେବେ ବି ଆଡେଇ କି ଯିବା ଉଚିତ ନୁହେଁ । ବେଲପତ୍ରରେ ମାତା ପାର୍ବତୀଙ୍କର ମଧ୍ୟ କୃପା ରହିଥାଏ । କାରଣ ସ୍କନ୍ଧ ପୁରାଣରେ କୁହାଯାଇଛି ବେଲଗଛ ମାତା ପାର୍ବତୀଙ୍କ ଝାଳରୁ ଉତପନ ହୋଇଥିଲା । ଏହାର ଚେରରେ ବ୍ରମ୍ହାଦେବ, ମଧ୍ୟ ଭାଗରେ ଭଗବାନ ବିଶୁଣୁ ଓ ସଂପୂର୍ଣ୍ଣ ଜାଗାରେ ମହାଦେବ ଙ୍କ ବାସ ଅଛି ।

ଧ୍ୟାନ ଦେବେ ବହୁତ ଲୋକ ଭୁଲ କରିଥାନ୍ତି ବେଲପତ୍ର କୁ ଏଡାଇ ଦେଇ ଚାଲି ଯାଇଥାନ୍ତି । ଏମିତି କରିଲେ ବ୍ୟକ୍ତି ଗରିବ ହେବା ସହ ଭାଗ୍ୟ ବଦଳିପାରେ ନାହିଁ । ଯଦି ବେଲପତ୍ର ମିଳିଯାଏ ତେବେ ସଫା ପାଣିରେ ଧୋଇ ଧଳା ଚନ୍ଦନରେ ନିଜର ଇଚ୍ଛା କୁ ଲେଖି ଦିଅନ୍ତୁ । ଯଦି ଧଳା ଚନ୍ଦନ ନାହିଁ ତେବେ ହଳଦିଆ ଚନ୍ଦନ ରେ ଲେଖିପାରିବେ ।

ଏହାକୁ କୌଣସି ଶିବ ମନ୍ଦିର ରେ ଯାଇ ଚଢାଇ ଦେବାକୁ ପଡିବ । ସେହି ପତ୍ରକୁ ଚଢାଇବାର କିଛି ସମୟ ପରେ ଆପଣଙ୍କ ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକିବ । ଆପଣଙ୍କୁ ସେହି ସଫଳତା ମିଳିବ ଯାହା ହଜାର ଗୁଣ ପ୍ରାପ୍ତ ହେବ । ଏହା କୌଣସି ସାଧାରଣ କଥା ନୁହେଁ । ସମସ୍ତ ବ୍ୟକ୍ତିଙ୍କୁ ବେଲପତ୍ର ସହଜରେ ମିଳେ ନାହିଁ ।

ଯଦି ରାସ୍ତାରେ ଯାଉଥିବା ଅଚାନକ ତୁଳସୀ ପତ୍ର ମିଳିଯାଏ ତେବେ ତୁଳସୀ ପତ୍ରକୁ ଏଡାନ୍ତୁ ନାହିଁ । ଏହା ମା ଲକ୍ଷ୍ମୀଙ୍କର ପ୍ରତିକ ଅଟେ । ତୁଳସୀ ପତ୍ରକୁ ପାଇଲେ ସଫା ପାଣିରେ ଧୋଇ ଗୁଡ ଓ ଚଚଣା ସହ ତୁଳସୀ ପତ୍ର ମିଶାଇ ପ୍ରଭୁ ହନୁମାନ ଙ୍କୁ ଚଢାଇ ଦିଅନ୍ତୁ । ଏହାକୁ ଶନିବାର ଦିନ କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ଚମକିବ ।

ଆପଣଙ୍କର ଯାହା ବି ଇଚ୍ଛା ଅଛି ତାହା ତତକାଳ ପୂରଣ ହେବ । ଜୀବନରେ ଯଦି ବାଧା ଅଛି ତାହା ଦୂର ହେବାକୁ ଲାଗିବ । ଏହାପରେ ତୁଳସୀ ପତ୍ରକୁ ଭଗବାନଙ୍କ ପ୍ରସାଦ ଭାବି ଖାଇ ନିଅନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button