କେଉଁ ଶାଗ ଖାଇବା ଦ୍ଵାରା ଦିମାକ ତେଜ ହୋଇଥାଏ ? ଏହା ସହ ଜାଣନ୍ତୁ 10+ GK ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ ।
କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ । ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ
ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ । କିଛି ପିଲା ଏମାନେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଅନେକ ପ୍ରକାରର ମାଧ୍ୟମ ଆପଣେଇ ଥାନ୍ତି । କିଛି ମାତ୍ରା ରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି ।
ତେବେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଆଜିର ସମୟରେ ମୋବାଇଲ ରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ପିଲା ମାନେ କିଛି ଭଲ ଓ ଖରାପ କଥା ସିଖୁ ଛନ୍ତି । ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
୧- ମଣିଷ କେତେ ଦୂର ଯାଏଁ ଦେଖି ପାରିଥାଏ ?
ଉତ୍ତର- ୧୦ କିମି ।
୨- ଭାରତର କେଉଁ ସହରକୁ ସୁନାର ସହର ବୋଲି କୁହାଯାଏ ?
ଉତ୍ତର- ଅମୃତସର ।
୩- ଏମିତି କେଉଁ ଫଳ ଅଛି ସେ କେବେ ପାଚେ ନାହିଁ ?
ଉତ୍ତର- ଭେଣ୍ଡି ।
୪- ଷଣ୍ଢ ଲଢେଇ କେଉଁ ଦେଶର ଜାତୀୟ ଖେଳ ଅଟେ ?
ଉତ୍ତର- ସ୍ପେନ ।
୫- କେଉଁ ଜୀବ ଆଖି ଖୋଲି କି ଶୋଇଥାଏ ?
ଉତ୍ତର- ମାଛ ।
୬- ଭାରତର ମୁକୁଟ କାହାକୁ କୁହାଜେ ?
ଉତ୍ତର- ଜାମ୍ମୁ କାଶ୍ମୀର ।
୭- ମାଙ୍କଡ ର ଜୀବନ କାଳ କେତେ ବର୍ଷ ଅଟେ ?
ଉତ୍ତର- ୨୫ ବର୍ଷ ।
୮- ବିଶ୍ଵର କେଉଁ ଦେଶରେ ସର୍ବ ପ୍ରଥମ ଟ୍ରେନ ଚାଲିଥିଲା ?
ଉତ୍ତର- ଇଂଲଣ୍ଡ ।
୯- ଗୁପ୍ଚୁପ କେଉଁ ଦେଶ ପ୍ରଥମେ ତିଆରି କରିଥିଲା ?
ଉତ୍ତର- ଭାରତ ।
୧୦- ଓଟ ପାଣି ନ ପିଇ କି କେତେ ମାସ ଯାଏଁ ବଞ୍ଚି ପାରିବ ?
ଉତ୍ତର- ୬ ମାସ ।
୧୧- କେଉଁ ଶାଗ ଖାଇବା ଦ୍ଵାରା ଦିମାକ ତେଜ ହୋଇଥାଏ ?
ଉତ୍ତର- ପାଳଙ୍ଗ ଶାଗ ।