IBN ଓଡ଼ିଶା ବ୍ୟୁରୋ

କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ଜନ୍ମ ହୁଏ ?

ନମସ୍କାର ବନ୍ଧୁଗଣ, ଦୁନିଆର ସମସ୍ତ ନାରୀ ଚାହିଥାନ୍ତି ନିଜ କୋଳରେ ଗୋଟିଏ ସୁସ୍ତ ସନ୍ତାନ ଟିଏ ପାଇବା ପାଇଁ । କିନ୍ତୁ କିଛି ଲୋକଙ୍କ ଅଜାଣତରେ ସେମାନଙ୍କ ନିଜ କାମ ପାଇଁ ହିଁ ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ ଦିନ ସହବାସ ରଖିଲେ ଆପଣଙ୍କ କୋଳରେ କିପରି ପୁତ୍ର ବା କନ୍ୟା ସନ୍ତାନ ଜନ୍ମ ନେବ । ତେବେ ଆସନ୍ତୁ ଜାଣିବା ଔ ଡେରି ନକରି ଏହି ସମସ୍ତ ବିଷୟରେ ।

ନାରୀ ଋତୁମତୀ ହେବାର 4ଦିନ ପର୍ଯ୍ୟନ୍ତ ଯୌନାଙ୍ଗରୁ ରକ୍ତ ଶ୍ରାବ ହୋଇଥାଏ । ତେଣୁ ଏହି ଦିନରେ ସମ୍ପର୍କ ରଖିବା ନିଷେଧ । ପଞ୍ଚମ ଦିନରେ ଶୁଦ୍ଧ ସ୍ନାନ କରିସାରିବା ପରେ ନାରୀ ସହବାସ କରିପାରିବେ । ଋତୁଶ୍ରାବର ପ୍ରଥମ ଦିନରେ ସହବାସ କାଲେ ସ୍ଵାମୀ ସ୍ତ୍ରୀ ରୋଗୀ ହୁଅନ୍ତି । ଋତୁସ୍ରାବର ଦିତୀୟ ଦିନରେ ସହବାସ କାଲେ ମୃତ ସନ୍ତାନ ଜନ୍ମ ହୋଇଥାଏ ।

ଏବଂ ତୃତୀୟ ଦିନ ମଧ୍ୟ ସହବାସ କାଲେ ମୃତ ସନ୍ତାନ ଜନ୍ମ ହୋଇଥାଏ । ଋତୁଶ୍ରାବର ଚତୁର୍ଥ ଦିନ ସହବାସ କଲେ ଜନ୍ମିତ ସନ୍ତାନ ଦରିଦ୍ର ହୋଇଯାଏ । ଯେତେ ଧନ କାମେଇବାର ବାଟ ଖୋଜିଲେ ମଧ୍ୟ ସେ ସବୁଥିରେ ବିଫଳ ହୋଇଥାନ୍ତି । ଋତୁଶ୍ରାବର ପଞ୍ଚମ ଦିନରେ ସହବାସ କାଲେ ସୌଭାଗ୍ୟବତୀ କନ୍ୟା ଜନ୍ମ ହୋଇଥାଏ ।

ଷଷ୍ଠ ଦିନରେ ସହବାସ କଲେ ପୁତ୍ର ସନ୍ତାନ ସମ୍ପୂର୍ଣ ଭାବେ ନିଜ ପିତାଙ୍କ ପରି ହୋଇଥାଏ । ରୂପରେ ଗୁଣରେ ସବୁଥିରେ ନିଜ ପିତାଙ୍କ ଠାଣି ହିଁ ଆଣିଥାଏ । ସପ୍ତମ ଦିଆନରେ ସହବାସ କାଲେ ସୁନ୍ଦରୀ ଓ ଗୁଣବତୀ କନ୍ୟା ଜନ୍ମ ହୋଇଥାଏ । ଅଷ୍ଟମ ଦିନରେ ସହବାସ କଲେ ଧାର୍ମିକ ପୁତ୍ର ଜାତ ହୋଇଥାଏ । ନବମ ଦିନରେ ସହବାସ କାଲେ ଭାଗ୍ୟବତୀ କନ୍ୟା ଜାତ ହୋଇଥାଏ । ଦଶମ ଦିନରେ ସହବବାସ କାଲେ ଗୁଣବାନ ପୁତ୍ର ଜାତ ହୋଇଥାଏ ।

ଏଗାର ଦିନରେ ସହବାସ କଲେ ଅଧର୍ମୀ କନ୍ୟା ଜାତ ହୁଏ । ବାର ଦିନ ସହବାସ କାଲେ ଗୌରବବାନ ପିଲା ଜନ୍ମ ହୋଇଥାଏ । ତେର ଦିନ ସହବାସ କଲେ ଗୁଣବତୀ କନ୍ୟା ଜନ୍ମ ହୁଏ । ଚଉଦ ଦିନ ସହବାସ କଲେ ସୁଶୀଳ ପୁତ୍ର ଜନ୍ମ ହୁଏ । ପନ୍ଦର ଦିନରେ ସହବାସ କଲେ ସତୀ କନ୍ୟା ଜାତ ହୁଏ । ଷୋଳ ଦିଆନରେ ସହବାସ କଲେ ବୁଦ୍ଧିମାନ ଜ୍ଞାନୀ ପୁତ୍ର ଜାତ ହୁଏ ।

ସତର ଦିଆନରେ ସହବାସ କଲେ ଗର୍ଭ ଧାରଣ ହୁଏ ନାହିଁ । ତେବେ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ ନିଶ୍ଚିନ୍ତ ଆପଣଙ୍କ ଜୀବନରେ ସୁଖର ଆଗମନ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଏବଂ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button