ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ ଏହି 2ଟି ଗୁଜରାତି, ଆଉ ତା ପରେ ଦେଖନ୍ତୁ ଚମତ୍କାର…

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ରୋଷେଇ ଘରେ ଏକ ସାମାନ୍ୟ ମସଲା ରୂପେ ବ୍ୟବହାର କରୁଥିବା ଗୁଜୁରାତି ର କିଛି ଏପରି ଉପକାରିତା ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ସାଧାରଣତଃ ଲୋକ ମାନେ ଗୁଜୁରାତି କୁ ଖାଦ୍ୟରେ ମହକ ଦେବା ତଥା ମାଉଥଫ୍ରେସନର ଭାବରେ ହିଁ ବ୍ୟବହାର କରିଥାନ୍ତି ।
କିନ୍ତୁ ବନ୍ଧୁଗଣ ଯଦି ଏହି ଗୁଜୁରାତି କୁ ପ୍ରତିଦିନ ରାତିରେ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ସହ ମିଶାଇ ସେବନ କରାଯାଏ, ତେବେ ଏହା ଶରୀରରୁ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି କୁ ଦୂର କରିପାରେ ।
ବନ୍ଧୁଗଣ ଯଦି ଆପଣ ମାନଙ୍କର ଗ୍ୟାଷ୍ଟିକ ଜନିତ କିଛି ସମସ୍ଯା ଥାଏ, ବା କୋଷ୍ଟ କାଠିନ୍ୟତା ଥାଏ ବା ହଜମ କ୍ରିୟାରେ କୌଣସି କିଛି ସମସ୍ଯା ଥାଏ । ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣିରେ ଯଦି 2 ଟି ଗୁଜୁରାତି କୁ ଗୁଣ୍ଡ କରି ମିଶାଇ ଖାଇ ଦିଅନ୍ତି, ତେବେ ଆପଣ ଏହି ସବୁ ସମସ୍ଯା ରୁ ମୁକ୍ତ ହୋଇଯିବେ ।
ଦ୍ଵିତୀୟ ରେ ଏହା ଶରୀରରେ ଚର୍ବି କୁ ମଧ୍ୟ ହ୍ରାସ କରିଥାଏ । ଦୁଇ ମାସ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ଶୋଇବା ସମୟରେ ଦୁଇଟି ଗୁଜୁରାତି କୁ ଚୋବାଇ ଏକ ଗ୍ଳାସ ଉଷୁମ ପାଣି ପିଇବା ଦ୍ଵାରା ଖୁବ ଶୀଘ୍ର ଶରୀରର ଚର୍ବି କମି ଯାଇଥାଏ । ଏହା କେଶ ଜନିତ ସମସ୍ଯା ରୁ ମଧ୍ୟ ମୁକ୍ତ କରିଥାଏ ।
ଶରୀର ରେ ରକ୍ତ ସଞ୍ଚାଳନ କୁ ମଧ୍ୟ ଠିକ ରହିଥାଏ । ଯେଉଁ ପୁରୁଷ ଙ୍କ ଠାରେ ନପୁଂଷକ ଜନିତ କିଛି ସମସ୍ଯା ରହିଥାଏ ସେହି ବ୍ୟକ୍ତି ମାନେ ମଧ୍ୟ ଯଦି ପ୍ରତିଦିନ ରାତିରେ ଗୁଜୁରାତି ର ସେବନ କରିଥାନ୍ତି, ତେବେ ସେମାନେ ମଧ୍ୟ ଏହି ସମସ୍ଯା ରୁ ମୁକ୍ତ ହୋଇ ଯାଇଥାନ୍ତି ।
ଅନିଦ୍ରା ଜନିତ ସମସ୍ଯା ଥିଲେ ରାତିରେ ଏକ ଗ୍ଳାସ ଉଷୁମ କ୍ଷୀର ରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ କୁ ମିଶାଇ ତାହର ସେବନ କରିବା ଦ୍ଵାରା ସେହି ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ । ପରିସ୍ରା ଜନିତ ସମସ୍ଯା କୁ ମଧ୍ୟ ଏହା ଦୂର କରି ଦେଇଥାଏ ।
ତାହାଛଡା ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ଗୁଜୁରାତିର ସେବନ କରିଥାନ୍ତି, ସେମାନଙ୍କୁ ସେମାନଙ୍କର ବୃଦ୍ଧାବସ୍ଥା ରେ ଅଷ୍ଟିଓପରେସିସ୍ସ ଭଳି କୌଣସି ସମସ୍ଯା ରହି ନଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଙ୍କୁ ନିଜର ଖାଦ୍ୟ ରେ ପ୍ରତିଦିନ ଗୁଜୁରାତି କୁ ନିହାତି ସାମିଲ କରିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ