ଅଦା ଖାଉଥିବା ଲୋକ ନିଶ୍ଚୟ ଦେଖନ୍ତୁ, ମୂଳରୁ ଭଲ କରେ ଏହି ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ ତେବେ ଅଦା ଶରୀର ପାଣି ପାଇଁ ବହୁତ୍ ଉପଯୋଗୀ ହୋଇଥାଏ ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ, ଏବଂ କାଲସିଅମ ରହିଛି । ଯେଁଉ ପାଇଁ ଅଦା ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ ଅଦା ଖାଇବା ଦ୍ବାରା ଥଣ୍ଡା, କାଶ,ଜୋର,ଆଦି ରୋଗ ଭଲ ହୋଇଥାଏ । ହାଡ଼ ପଡ଼ିବ ଠାରୁ କେନ୍ସର୍,ରକ୍ତ ଚାପ ନିୟନ୍ତ୍ରଣ ମୁଣ୍ଡ ବିନ୍ଧା ଚର୍ବି ହ୍ରାସ କରିବାରେ ସହାୟକ କରିଥାଏ ।

ଆସନ୍ତୁ ଜାଣିବା ଅଦା ର ଓଷଧୀୟ ଗୁଣ ବିଷୟରେ । ବାନ୍ତି ସମସ୍ୟା କୁ ଦୂର କରିବାରେ ସହାୟକ ହୋଇଥାଏ ଯଦି ଆପଣକୁ ବାନ୍ତି ଲାଗୁଛି ତେବେ ଏକ ଚାମକ ଅଦା ଜୁସ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ ପ୍ରତି ଦୁଇ ଘଣ୍ଟାରେ ଥରେ ପିଓନ୍ତୁ ଦେଖିବେ ଆପଣଙ୍କର ବାନ୍ତି ସମସ୍ୟା ଦୂର ହୋଇଯିବ ।
ତେବେ ଅଦା ରେ ଆଣ୍ଟୀ ଇମ୍ଫଲମେଟାରୀ ଗୁଣ ରହିଥାଏ ଯେଁଉ ଥି ପାଇଁ ଅଦା ଆଣ୍ଠୁ ଗଣ୍ଠି ର ସମସ୍ୟା କୁ ଦୂର କରିବାରେ ସହାୟକ ହୋଇଥାଏ । ସେଥିପାଇଁ ଚା ରେ ଅଦା ପକାଇ ପିଅନ୍ତୁୁ ଦିନରେ ଦୁଇଥର ପିଅନ୍ତ୍ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ର ସମସ୍ୟା ଦୂର ହୋଇଯିବ । ଥଣ୍ଡା,ଜୋର,କଫ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଭାବରେ ଅଦା ଖାଆନ୍ତୁ ଶରୀରକୁ ଗରମ କରିବାରେ ସହାୟକ ହୋଇଥାଏ ।

ଏହା ସହିତ ଉଚ୍ଚ ରକ୍ତ ଚପକୁ ନିୟନ୍ତ୍ରଣ କରିଥାଏ ଯାହା ଫଳରେ ଆପଣଙ୍କର ସମସ୍ୟା କମ ଦେଖା ଦେଇଥାଏ । ଗ୍ୟାସ, ଏ ସିଡ,ଏବଂ ପେଟ ଫୁଲିବା ଠାରୁ ଅଦା ସହାୟକ ହୋଇଥାଏ । ଯେଁଉ ମାନଙ୍କର ଏପରି ସମସ୍ୟା ରହିଛି ସେମାନେ ନିୟମିତ ଭାବେ ଅଦା ଖାଇବା ଦ୍ବାରା ଏପରି ସମସ୍ୟା ଦୂର ହୋଇଥାଏ ।
ତେବେ କ୍ୟାନସର ପରି ରୋଗ କୁ ଅଦା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମୁଣ୍ଡ ବିନ୍ଧା ବେଳେ ଗରମ ପାଣିରେ ଅଦା ପକାଇ ଖାଈବା ଦ୍ଵାରା ସମସ୍ୟା ଦୂର ହୋଇଥାଏ । ଯଦି କାଶ ହେଉଥାଏ ତେବେ ପାଟିରେ ଅଦା ଜକିଲେ ଭଲ ହୋଇଥାଏ । ଯଦି ଅଳସୁଆ ଲାଗୁଛି ତେବେ ପରତେକ୍ ଦିନ ଅଦା ର ରସକୁ ଏକ ଚାମଚ ଖାଇବା ଦ୍ବାରା ଆଳସ୍ୟ ପଣ ଦୂର ହୋଇଥାଏ ।




