ଯିଏ ଚାଲି ପାରୁନି ଦୌଡିବାକୁ ଲାଗିବ, ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 5 ମିନିଟ ରେ ଭଲ କରିବ ଏହି ଚମତ୍କାରୀ ପତ୍ର ! ନିଶ୍ଚୟ ଦେଖନ୍ତୁ
ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ର ସବୁ ଠାରୁ ବଡ଼ ସମସ୍ୟା । ଲୋକ ମାନଙ୍କର ବହୁତ ଜଲ୍ଦି ଚୁଟି ପାଚି ଯାଉଛି । ତା ସହିତ ୪୦ ବର୍ଷ ହେଇ ଯିବାକୁ ମଣିଷ ର ଆଣ୍ଠୁ ଗଣ୍ଠି କମର ଇତ୍ୟାଦି ସ୍ଥାନ ରେ ଅତ୍ୟଧିକ ବ୍ୟଥା ହେବାରେ ଲାଗୁଚି । ମଣିଷ ଏଥି ପାଇଁ ଖୁସି ରେ ଗୋଟେ କିଛି କାମ କରି ପାରୁ ନାହିଁ । ବହୁତ ଟେନସନ ରେ ରହୁଛି । ଯଦି ମଣିଷ ଦେହ ସବୁ ସମୟ ରେ ଖରାପ ହୋଇ ଥାଏ । ତାହାଲେ ମଣିଷ କେବେ ଖୁସି ରେ ରହି ପାରେ ନାହିଁ । ତେବେ ଆଣ୍ଠୁ ଗଣ୍ଠି ହେବାର ମୁଖ୍ୟ କାରଣ କଣ ହୋଇ ପାରେ ଓ ପୁଣି ଏତେ ଜଲ୍ଦି ମଣିଷ ଶରୀର ରେ ଆଣ୍ଠୁ ଗଣ୍ଠି ବ୍ୟଥା କଣ ପାଇଁ ହୋଇ ଥାଏ ।
ତେବେ ଯେଉଁ ସମୟ ରେ ଆଗ କାଳ ର ଲୋକ ମାନେ ୭୦ ବର୍ଷ ହୋଇ ଥିଲେ ମଧ୍ୟ ତାଙ୍କର ଏ ସବୁ ର ସମସ୍ୟା କିଛି ଦେଖା ଯାଉ ନାହିଁ । କିନ୍ତୁ ଚିନ୍ତା କରିବାର କିଛି ନାହିଁ ଆଜି ଆମେ ଆପଣଂକୁ ସେହି ଘରଇ ଉପାୟ ବିଷୟ ରେ କହିବୁ । ଯାହା ଆପଣ ସେହି ଉପାୟ ଟି କଲେ ସମ୍ପୂର୍ଣ ସୁସ୍ଥ ହୋଇ ଯିବେ । ତେବେ ଆଜିର ପିଲା ମାନେ ମଧ୍ୟ ରାତି ପର୍ଯ୍ୟନ୍ତ ମୋବାଇଲ ରେ ଖରାପ ଦୃଶ୍ୟ ଦେଖୁ ଛନ୍ତି । ଯାହା ଫୋଳରେ ତାଙ୍କୁ ଶାରୀର ରେ କ୍ୟାଲସିୟମ ଅଭାବ ଦେଖା ଦେଉଛି । କ୍ୟାଲସିୟମ ଅଭାବ ଦେଖା ଦେଲେ ମଣିଷ ର ଆଖି ପୋତା ତଳେ କଳା ଦେଖା ଦେଇ ଥାଏ ।
ତେବେ ବହୁତ ଜଲ୍ଦି ମଣିଷ ବୁଢା ହୋଇ ଯାଇ ଥାଏ ଆଣ୍ଠୁ ଗଣ୍ଠି ବିନ୍ଧା ର ସମସ୍ୟା ଦେଖା ଦେଇ ଥାଏ । ଆଜି କାଲି ର ମଣିଷ ଖାଇବା ରେ ମଧ୍ୟ ଠିକ ଟାଇମ ରଖୁ ନାହାନ୍ତି କି ଶୋଇବା ରେ ମଧ୍ୟ ଠିକ ଟାଇମ ରଖୁ ନାହାନ୍ତି । ସବୁ ସମୟ ରେ ସାର ଦିଆ ଖାଦ୍ୟ ଖାଉ ଛନ୍ତି । ସେଥି ପାଇଁ ଆଜି ଏମିତି କିଛି ସମସ୍ୟା ସମସ୍ତଙ୍କ ପାଖରେ ଦେଖା ଦେଉଛି । ଏବେ ଜାଣନ୍ତୁ ସେହି ଉପାୟ ବିଷୟ ରେ ।
ପ୍ରଥମେ ଗୋଟେ କଂସା ପାତ୍ର ରେ ରାତି ରେ ପାଣି ରଖି ପିଅନ୍ତୁ ସବୁଦିନେ । ଏବେ ଗୋଟେ ପାନ ପତ୍ର ଆଣନ୍ତୁ ଇ ସେଥିରେ କିଛି ଚୂନ ଆଣନ୍ତୁ । ପାନ ପତ୍ର ଆମ ଶରୀର ପାଇଁ ଲାଭ ଦାୟକ ହୋଇ ଥାଏ । ଚୂନ ମଧ୍ୟ ଆମ ଶରୀର ପାଇଁ ଲାଭ ଦାୟକ ହୋଇ ଥାଏ । କିନ୍ତୁ ଚୂନ ସେଇ ମାନଙ୍କ ପାଇଁ କ୍ଷତି କାରକ ହୋଇ ଥାଏ, ଯେଉଁ ମାନଙ୍କ ର କିଡ଼ିନି ରେ ପଥର ହୋଇ ଥାଏ । ନହଲେ ଚୂନ ସମସ୍ତଙ୍କ ପାଇଁ ଲାଭ ଦାୟକ ହୋଇ ଥାଏ ।
ଏବେ ପାନ ରେ ଚୂନ ମାରି ଡେଲି ସକାଳେ ଖାଆନ୍ତୁ । ଦେଖିବେ ଆଣ୍ଠୁ ଗଣ୍ଠି ବ୍ୟଥା ଦୂର ହୋଇ ଯିବ ଏକ ମାସ ଭିତରେ । ତେବେ ଏହି ପ୍ରୟୋଗ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଅଟେ ଏବଂ ବହୁ ପୁରାତନ କାଳରୁ ଆପଣଙ୍କର ଜଏଣ୍ଟ ପେନ ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବା ପାଇଁ ଏହାର ପ୍ରୟୋଗ କରି ଆସୁଛନ୍ତି । ଯଦି ଆପଣଙ୍କର କ୍ୟାଲସିୟମର ଅଭାବ ରହୁଥାଏ ବା ଶରୀରରେ ଦୁର୍ବଳତା ରହୁଥାଏ, ଶରୀରର ପ୍ରତ୍ୟୋକ ଅଙ୍ଗପ୍ରତ୍ୟଙ୍ଗରେ କଷ୍ଟ ରହୁଥାଏ ବା ପ଼ଡିଯାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।
ପୁରୁଷକ ଆଭ୍ୟନ୍ତରୀଣ ଶକ୍ତିକୁ ମଜବୁତ କରିବା ପାଇଁ ଏକ ମିଠା ପାନପତ୍ର ନିଅନ୍ତୁ । ସେଥିରେ ଏକ ଚାମଚ ପ୍ରକୃତିକ ମହୁ ସେଥିରେ ଲଗାନ୍ତୁ, ଏହାପରେ ଏକ ରସୁଣ କୋଳିକୁ ଭଲ ଭାବରେ ଛେଞ୍ଚି ପାନପତ୍ରରେ ଲେପନ ଦିଅନ୍ତୁ । ଏହାକୁ ସେହିପରି ଦିନେ ଛା଼ଡି ଦିନେ ସେବନ କରନ୍ତି ତା ସହିତ ଏକ ଗ୍ଲାସ ଉଷମ ପାଣିରେ ଏକ ଚାମଚ ତ୍ରିଫଳା ଚୂନ ମିଶେଇ ସେବନ କରନ୍ତି ତାହେଲେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତି ମଜବୁତ ହୋଇଯିବ ।