ରାଜ୍ୟ

ଆସୁଚି ଦୁଇଟି ଲଘୁଚାପ

ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ। ଜୁଲାଇ ୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ଓଡ଼ିଶାରେ ୩ ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି। ସେହିପରି ଜୁଲାଇ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ଆଶଙ୍କା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button