ଖେଳ

ଏସିଆନ ଚମ୍ପିୟାନ୍ସ ଟ୍ରଫିରେ ଭାରତର ଦମଦାର ବିଜୟ – Ibnodisha

[ad_1]

ବ୍ୟୁରୋ :  ଏସିଆନ ଚମ୍ପିୟାନ୍ସ ଟ୍ରଫିରେ ଭାରତର ଦମଦାର ବିଜୟ ସହ ଅଭିଯାନ ଆରମ୍ଭ । 7-2 ଗୋଲରେ ଚାଇନାକୁ ହରାଇଲା ଟିମ୍‌ ଇଣ୍ଡିଆ । ଭାରତର ଗୋଲ୍‌ ବର୍ଷାରେ ଘାଇଲା ହେଲା ଚାଇନା ଟିମ୍ । 150 ତମ ମ୍ୟାଚ୍ ଖେଳିଲେ ଓଡ଼ିଆ ପୁଅ  ଅମିତ ରୋହିଦାସ ।  ମ୍ୟାଚ ଆରମ୍ଭରୁ ଭାରତ ଡାମିନେଟ୍ କରିବା ସହ ଚାଇନାକୁ କମବ୍ୟାକ କରିବାର ସୁଯୋଗ ଦେଇନଥିଲା ଭାରତୀୟ ଦଳ ।

ସେହିପରି ଅନ୍ୟ ଦୁଇଟି ମ୍ୟାଚରେ ଦକ୍ଷିଣ କୋରିଆ ଜାପାନକୁ 2-1 ଗୋଲରେ ଏବଂ ପାକିସ୍ତାନକୁ ମାଲେସିଆ 3-1 ଗୋଲରେ ପରାସ୍ତ କରିଛି । ଆଜି ତୃତୀୟ ମ୍ୟାଚରେ ଜାପାନକୁ ଭେଟିବ ଭାରତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button