ରାଜ୍ୟ

ବସକୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ : ସୁନ୍ଦରଗଡରେ ଏକ ବସ ଲକ୍ଷାଧିକ ଟଙ୍କା ତଣ୍ଡ ଗଣିଛି । ବସକୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା ହୋଇଛି । ଟାଉନ ହାଇସ୍କୁଲ ନିକଟରେ ଜରିମାନା କରିଛନ୍ତି ସୁନ୍ଦରଗଡ ଆରଟିଓ । ଯାଞ୍ଚ ସମୟରେ ବସର ଫିଟନେସ୍, ପରମିଟ୍ କିମ୍ବା ଇନସ୍ୟୁରାନ୍ସ ନଥିବା ଜଣାପଡିଥିଲା । କୌଣସି କାଗଜପତ୍ର ସଠିକ୍ ନଥିବାରୁ ବସକୁ ଜରିମାନା ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button