ରାଜ୍ୟ

ଅଧା ବାଟରେ ଚାଲିଗଲା କାଉଡିଆଙ୍କ ଜୀବନ

ପାଣି ଭାର ନେଇ ଯାଉଥିବା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା  ପାଟକୁରା ବରକାଧା ଗାଁର ଚନ୍ଦ୍ରଶେଖର ବୋଲବମ୍ ସଂଘର କିଛି ଯୁବକ କଟକ ଗଡ଼ଗଡ଼ିଆ ଘଟରୁ ପାଣି ଆଣି ଆସିବା ବାଟରେ ଜଣେ କାଉଡ଼ିଆ ସାଲେପୁର ବିଶେଶ୍ୱର ନିକଟ ରାସ୍ତାରେ ହଠାତ ଅସୁସ୍ଥ ହୋଇପଡିଥିଲେ l ତେବେ ସ୍ଥାନୀୟଲୋକ କଉଡ଼ିଆଙ୍କୁ ସାଲେପୁର ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ମହାକାଳପଡ଼ା ଅଞ୍ଚଳର ବୁଲୁ ବାରିକ। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button