ଦେଶ

ବିନା ଇଣ୍ଟରନେଟ୍‌ରେ ଫୋନ୍‌ରେ ଚାଲିବ LIVE ଟିଭି ! – Ibnodisha

[ad_1]

ବ୍ୟୁରୋ :  ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଆପଣ ମୋବାଇଲ୍‌ରେ ଲାଇଭ୍ ଟିଭି ଦେଖିବେ। କିନ୍ତୁ ଆପଣଙ୍କର ଡାଟା ଖର୍ଚ୍ଚ ହେବ ନାହିଁ । ଆପଣ ଭାବୁଥିବେ ଏହା କ’ଣ ସଂଭବ ? ବିନା ଡାଟାରେ ପୁଣି ଲାଇଭ୍ ଟିଭି ଚାଲିବ କେମିତି। ହଁ, ଏମିତି କିଛି ସୁବିଧା ଉପରେ ସରକାର ବିଚାର କରୁଛନ୍ତି।

ବିନା ଇଣ୍ଟରନେଟ୍‌ରେ ମୋବାଇଲ୍‌ ଫୋନ୍‌ରେ ଦେଖିପାରିବେ ଲାଇଭ୍‌ ଟିଭି। ଫୋନ୍‌ରେ ସିଧାସଳଖ କିପରି ଲାଇଭ୍‌ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍‌ରେ।  ଡିଟିଏଚ୍‌(Direct-To-Home) ସେବା ଭଳି ଏହି ସମାନ କନ୍‌ସେପ୍ଟକୁ ଆଧାର କରି D2M(Direct-To-Mobile) ଟେକ୍ନୋଲୋଜି ଆଣିବା ଲାଗି ଯୋଜନା ଚାଲିଥିବା ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button