ଚନ୍ଦାପଣ ରୁ ମୁକ୍ତି ପାଇଁ କରନ୍ତୁ ଜିରାର ଏହି ସାଧାରଣ ଉପାୟ, ଚନ୍ଦା ମୁଣ୍ଡରେ ବି ଉଠିବ କେଶ- ଜାଣନ୍ତୁ କିପରି

ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜର ଚନ୍ଦାପଣରୁ ମୁକ୍ତି ପାଇ ପାରିବେ । ଆଜିକାଲି ସବୁ ଯୁବ ପିଢୀର ମୁଖ୍ୟ ଚିନ୍ତା ହେଉଛି ସେମାନଙ୍କ କେଶ ଝଡିବା । ଖାଦ୍ୟ ଓ ପରବେଶ ଏତେ ଖରାପ ହେଲାଣି ଯେ ଯାହା ପାଇଁ ଆମ ଶରୀରରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏବଂ ସବୁ ପରେ ବି କେଶ ଝଡିବା ସମସ୍ତଙ୍କର ଏକ ବଡ ଚିନ୍ତାର କାରଣ । ତେବେ ଆଜି ଆମେ ଆପଣଙ୍କ ଆଇନ ନେଇ ଆସିଛୁ ଏକ ରାମବାଣ ଉପାୟ, ଯାହା କରିବା ଦ୍ଵାରା ଆପଣଙ୍କ ଚନ୍ଦାମୁଣ୍ଡରେ ପୁଣି ନୂଆ କେଶ ଉଠିବା ଆରମ୍ଭ ହେବ । ଆପଣ ମାନେ ତ ଦେଖିଥିବେ ଆଜିକାଲି ସବୁ ପିଲା କମ ବଯସରୁ ଏତେ ସ୍ଟାଇଲ ମାରିବା ଆରମ୍ଭ କରୁଛନ୍ତି ଯେ ସେ ନିଜ କେଶରେ କିଛି ନା କିଛି କେମିକାଲ ପ୍ରଡ଼କ୍ଟ ବ୍ୟଭାର ମଧ୍ୟ କରୁଛନ୍ତି । ଯାହା ଅପାଇନ ସେମାନେ କେଶ ଝଡିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ତେବେ ଆପଣଙ୍କୁ ଏଥିପାଇଁ ଗୋଟା ଜିରା ନୁହେଁ ଜିରା ତେଲ ଆବଶ୍ୟକ । ଆପଣଙ୍କୁ ଏକ ଛୋଟ ଚାମଚ ଜିରା ତେଲ ସହ ଏକ ବଡ ଚାମଚ ଅଲିଭ କିମ୍ବା ନଡିଆ ତେଲ ମିସାଇ ମୁଣ୍ଡରେ ଭଲକରି ମାଲିସ କରିବାକୁ ପଡିବ । ଏହି ମିଶ୍ରଣକୁ ଲଗାଇ ଅଧଘଣ୍ଟା ରଖି ପରେ କେଶ ଧୋଇ ଦିଅନ୍ତୁ । ଏହି ଭଳି ବାରମ୍ବାର କରିବା ପରେ ଦେଖିବେ ମୁଣ୍ଡରୁ କେଶ ଝଡିବା କମିଯିବା ସହ ନୂଆ ଚୁଟି ଉଠି ଚନ୍ଦା ହେଉଥିବା ସ୍ଥାନ ସବୁ ପୁରଣ ହୋଇ ଯାଇଥିବ ।




