ମନୋରଞ୍ଜନ

ଖୁବଶୀଘ୍ର ରିଲିଜ ହେବକୁ ଯାଉଛି ‘ଚନ୍ଦ୍ରମୁଖୀ ୨’ – Ibnodisha

[ad_1]

ମୁମ୍ବାଇ : ବଲିଉଡ କୁଇନ କଙ୍ଗନା ରଣାଓ୍ଵତ ଇଣ୍ଡଷ୍ଟ୍ରୀରେ ତାଙ୍କ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଲାଇକା ପ୍ରଡକ୍ସନରୁ ‘ଚନ୍ଦ୍ରମୁଖୀ ୨’ ର କଙ୍ଗନାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି । ସେଥିରେ କଙ୍ଗନା ଗ୍ରିନ୍‌ ଶାଢି ଓ ହେବି ଜୁଏଲାରି ପିନ୍ଧିଥିବା ପୋଷ୍ଟରରେ ନଜର ଆସିଛନ୍ତି । ତେବେ କଙ୍ଗନାଙ୍କ ଏହି ଲୁକ୍‌ ଦେଖି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ କ୍ରେଜ୍‌ ବଢିଯାଇଛି । ତେବେ ଗଣେଷ ଚତୁର୍ଥୀରେ ଫିଲ୍ମଟି ରିଲିଜ ହେବକୁ ଯାଉଛି ।

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ହତ୍ୟା !

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button