ଦେଶ
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୪ ମୃତ – Ibnodisha

[ad_1]
ମରକ୍କୋ: ମରକ୍କୋର ଅଧିକାରକ ନ୍ୟୁଜ ଏଜେନ୍ସୀ ଏମଏପି ମୁତାବକ, ଯାତ୍ରୀବାହୀ ବସଟି ହଠାତ୍ ଓଲଟିଯିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିଲା । ବସ୍ ଡେମନାଟେକୁ ଯାଉଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଚାଲିଛି ।
ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ କାସାବ୍ଲୋକାରେ ବସ୍ ଦୁର୍ଘଟଣା ହୋଇ ୨୩ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ପୂର୍ବରୁ ୨୦୧୫ରେ ଏକ ଟ୍ରେଲ ଟ୍ରକ ଏବଂ ବସ୍ ଧକ୍କା ହେବା ଫଳରେ ୩୩ ଜଣ ଲୋକ ମରିଥିଲେ ।
The post ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୪ ମୃତ appeared first on ONA KHABAR.
[ad_2]