ଦେଶ
ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର କଣ କଣ ଫାଇଦା ରହିଛି…. – Ibnodisha
[ad_1]
ନୂଆଦିଲ୍ଲୀ: କେବଳ ଖାଦ୍ୟକୁ ସୁସ୍ୱାଦୁ ବନେଇବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରାଯାଏ ତାହା ନୁହେଁ, ଆପଣ ଭୃସଙ୍ଗ ପତ୍ର ବ୍ୟବହାର କରି ନିଜକୁ ସୁସ୍ଥ ରଖିପାରିବେ ।
ଓଜନ ବୃଦ୍ଧି ଏକ ଗମ୍ଭୀର ସମସ୍ୟା : ବର୍ତ୍ତମାନ ସମୟରେ ଅନେକ ଲୋକ ଓଜନ ବୃଦ୍ଧି ଯୋଗୁଁ ଅନେକ ରୋଗର ଶୀକାର ହେଉଛନ୍ତି। ମୋଟାପଣକୁ କମ୍ କରିବାକୁ ଲୋକେ ଅନେକ ପ୍ରକାର ହେଲ୍ଥ ଟିପ୍ସ ଆପଣାଉଛନ୍ତି।
ଓଜନ କମାଇବା ପାଇଁ ଭୃସଙ୍ଗ ପତ୍ର ସାହାର୍ଯ୍ୟ କରିବ: ଭୃସଙ୍ଗ ପତ୍ର ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ । ଏହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ, ଯେଉଁ କାରଣରୁ ଶରୀର ଡିଟକ୍ସାଇଡ୍ ହୋଇଯାଏ । ଏହା ବ୍ୟତୀତ, ଭୃସଙ୍ଗ ପତ୍ର ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟିକାର୍କିନୋଜେନିକ୍ ଗୁଣରେ ଭରପୂର ଅଟେ
[ad_2]