ରାଜ୍ୟ

ପାରାଦୀପରେ ଅଟକ ବିଦେଶୀ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ଜର୍ମାନୀ କମ୍ପାନୀର ଟଙ୍କା ଶୁଝିନଥିବା ଅଭିଯୋଗରେ ଅଟକ ଜାହାଜ

ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି। ଜର୍ମାନୀର କମ୍ପାନୀ ଏଲବୋଏଲ ଜିଏମବିଏଚ୍ କମ୍ପାନୀ ମାଲିକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜାହାଜ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଜର୍ମାନୀ କମ୍ପାନୀ ଆବେଦନ କରିଥିଲେ। ଏହି ଟଙ୍କା ନ ମିଳିବାରୁ ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୫ ଦିନ ତଳେ ଚାଇନାର ଏକ ଜାହାଜକୁ ମଧ୍ୟ ଏଭଳି ଗିରଫ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button