IBN ଓଡ଼ିଶା ବ୍ୟୁରୋ

୬ ଟି ଏମିତି ସ୍ଥାନ ଯେଉଁଠି ଭୁଲରେ ବି ବନାନ୍ତୁ ନାହିଁ ସମ୍ବନ୍ଧ ନଚେତ ହୋଇଯିବେ ତଳିତଳାନ୍ତ…

ଆମ ହିନ୍ଦୁ ଧର୍ମରେ ଶାସ୍ତ୍ର ର ବହୁତ ମହତ୍ତ୍ବ ବୋଲି କୁହାଯାଏ, କିଛି ଏମିତିକା କଥା ଅଛି ଯାହାକୁ ମାନିବା ବହୁତ ମହତ୍ତ୍ବପୂର୍ଣ୍ଣ ଜଣା ଯାଏ । କୁହା ଯାଏ କି  ସେହି କଥାକୁ ଧ୍ୟାନ ନ ରଖିଲେ ବ୍ୟକ୍ତି ପୁରାପୁରି ତଳିତଳାନ୍ତ ହେଇ ଯାଇ ପାରନ୍ତି । ଆମର ସକାଳୁ ଉଠିଵାଠୁ ନେଇକି ରାତିରେ ଶୋଇବା ଯାଏ ସମସ୍ତ କାର୍ଯ୍ୟକର୍ମ ଶାସ୍ତ୍ରରେ କୁହା ଯାଇ ଅଛି, ଯାହାକୁ ଧ୍ୟାନ ରଖିବା ଜରୁରୀ ଅଟେ ।

ଆଜି ଆମେ ସେହି କଥା ଭିତରୁ ଗୋଟେ ମହତ୍ତ୍ବପୂର୍ଣ୍ଣ କଥା ଉପରେ ଚର୍ଚ୍ଚା କରିବାକୁ ଯାଉଛେ ଯାହା ହେଉଛି ଶାରୀରିକ ସମ୍ପର୍କ ।

ବହୁତଥର ଲୋକେ ଏହି କଥା ଉପରେ ଧ୍ୟାନ ଦିଅନ୍ତିନୀ ଯେ କିନ୍ତୁ ଆଜି ଆମେ ତାଙ୍କୁ କହିଦେଉଛୁ କି ଜଦି ସେହି କଥାକୁ ଧ୍ୟାନ ନ ଦିଆ ଜାଏ ତ ତାଙ୍କୁ ତଳିତଳାନ୍ତ ହବାକୁ ଟିକେ ମଧ୍ୟ ସମୟ ଲାଗିବନି ।  ଶାସ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମ ରେ କିଛି ଏମିତି ସ୍ଥାନର ବର୍ଣ୍ଣନା କରାଯାଇଛି ଯେଉଁମାନଙ୍କ ଆଗରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ୍ ସେହିଭଳି ବ୍ୟଙ୍କିଙ୍କଠୁ ଧନ ର ଠାକୁରାଣୀ ମା ଲକ୍ଷ୍ମୀ ରାଗିଯାଆନ୍ତି ଆଉ ସେହି ବ୍ୟକ୍ତିକୁ ବଦଳରେ ଦାରିଦ୍ର୍ୟତା ଭୋଗ କରିବାକୁ ପଡ଼ିଥାଏ।

ଏହା ହେଉଛି ସେହି ୬ଟି ସ୍ଥାନ ଯେଉଁଠି ଭୁଲରେବି ବନେଇବେନି ଶାରୀରିକ ସମ୍ପର୍କ

 

ଅଗ୍ନି ପୁରାଣ ଅନୁସାରେ ଅଗ୍ନୀକୁ ହିନ୍ଦୁ ଧର୍ମରେ ଦେବତା କୁହାଯାଇଛି ସେଥିପାଇଁ ଅଗ୍ନୀଙ୍କ ଆଗରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ୍ ଅଟେ ଏହାକୁ ମହାପାପ କୁହା ଯାଇଥାଏ ।

ବିଷ୍ଣୁପୁରାଣ ରେ କୁହାଯାଇଅଛି କି କେଉଁ ସାଙ୍ଗ କିମ୍ଭା କେଉଁ ସମ୍ପର୍କୀୟ ବା କେହିବି ଅନ୍ୟବ୍ୟକ୍ତିଙ୍କ ଘରେ ଯାଇ ନିଜର ଜୀବନସାଥୀ ଙ୍କ ସହ ସମ୍ୱନ୍ଧ ରଖିବା ଅନୁଚିତ୍ ବୋଲି କୁହା ଯାଇଥାଏ, ଏଥିପାଇଁ ସମ୍ପର୍କରେ ଦୂରତା  ଦେଖାଯାଏ ।

ପଦ୍ମ ପୁରାଣ ଅନୁସାରେ ଜଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିର ଦେହ ଖରାପ ଅଛି ତେବେ ସେହି ଘରେ ବି ସମ୍ବନ୍ଧ ରଖିବା ଅନୁଚିତ୍ ଅଟେ । ବ୍ରହ୍ମା ପୁରାଣ ଅନୁଯାଇ କିଛିବି ପବିିତ୍ର ସ୍ଥାନରେ ଯାଇ ସମ୍ବନ୍ଧ ବାନାଇବା ଅନୁଚିତ୍ ନଚେତ୍ ଏଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅସୁବିଧା ବଢି ଚାଲିବ ।

 

ସ୍କନ୍ଧ ପୁରାଣ ଅନୁସାରେ କୌଣସି ବ୍ରାହ୍ମଣ କିମ୍ଭା ତପସ୍ଵୀ ର ଆଖ ପାଖ କିମ୍ଵା ତାଙ୍କ ଆଶ୍ରମରେ ରହିବା ସମୟରେ ଶାରୀରିକ ସମ୍ପର୍କ ରଖିବା ତାଙ୍କର ଅପମାନ ବୋଲି ଜଣାଯାଏ ଏହି କଥାକୁ ଯଦି ଆପଣ ଧ୍ୟାନ ଦେବେ ତେବେ ଆପଣଙ୍କ ଜୀବନ ସୁଖମୟ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button