ଅପରାଧ
ସାଇବର ଅପରାଧକୁ ନେଇ ଓଡ଼ିଶା ପୋଲିସର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି – Ibnodisha

[ad_1]
ବ୍ୟୁରୋ : ଚିନ୍ତା ବଢ଼ାଉଛି ସାଇବର ଅପରାଧ । ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅପରାଧକୁ ନେଇ ଓଡ଼ିଶା ପୋଲିସ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜିଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ଯୋଗ ଦେଇଥିଲେ । ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ପାଇଁ -୧୯୩୦ ଏକ ହେଲ୍ପ ଲାଇନ ଜାରି କରାଯାଇଛି ।
ଏହାଶହ ଅତିରିକ୍ତ ମ୍ୟାନ ପାୱାର ସହ ସ୍ବତନ୍ତ୍ର ୟୁଙ୍ଗ ଗଠନ କରାଯାଇଛି । ୟୁନିସେଫ ତରଫରୁ ଆଜି ଠାରୁ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି । ଠକେଇ ଟଙ୍କା କିଭଳି ଫେରି ପାଇବେ, ସାଇବର ଆଟାକ, ସୋସିଆଲ ମିଡିଆରେ ନିର୍ଯାତନା ଭଳି ଦିଗକୁ ଗୁରୁତ୍ବ ଦିଆଯିବ । ପ୍ରଥମେ ସାଧାରଣ ଲୋକଙ୍କ ମଧ୍ୟରେ କିପରି ସଚେତନତା ସୃଷ୍ଟି କରାଯିବ ସେପ୍ରତି ଗୁରୁତ୍ବ ଦିଆଯିବ ।
[ad_2]