ଘର ପାଖରେ ଏହି 3 ଟି ବୃକ୍ଷ କଦାପି ଲଗାନ୍ତୁ ନାହିଁ, ନଚେତ ଘରକୁ ବର୍ବାଦୀର ଆଗମନ ହୋଇଥାଏ !

ଘରେ ଏହି ବୃକ୍ଷ ଲଗାନ୍ତୁ ନାହିଁ ! ନଚେତ ବହୁତ ବଡ ଅନର୍ଥ ! ବନ୍ଧୁଗଣ ଅନେକ ଲୋକ ଗଛ ଲଗାଇବାକୁ ବହୁତ ଭଲ ପାଇଥାନ୍ତି । ଭିନ୍ନ ଭିନ୍ନ ଗଛ ଲଗାଇବା ସେମାନଙ୍କର ଏକ ସୌକୀନ ହୋଇଥାଏ । ଗଛ ଆମକୁ ଆମ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ । ଗଛ ଯୋଗୁ ପରିବେଶର ବାତାବରଣ ମଧ୍ୟ ଭଲ ରହିଥାଏ । ହେଲେ ସେଥିମଧ୍ୟରୁ ଏପରି କିଛି ଗଛ ରହିଥାଏ । ଯେଉଁ ସବୁ ଗଛକୁ ଘରେ ଲଗାଇବା ଦ୍ଵାରା ଲାଭ ବଦଳରେ ଘରର ହାନୀ ଘଟିଥାଏ । ତେଣୁ କେଉଁ ବୃକ୍ଷ ଘର ପାଖରେ ଲଗାଇବା ଉଚିତ ନୁହେଁ, ଚାଲନ୍ତୁ ଜାଣିବା ।
1- ଖଜୁରୀ ଗଛ କିଛି ରାଶିର ଲୋକଙ୍କ ପାଇଁ ଶୁଭଫଳ ଦେଇନଥାଏ । ତେଣୁ କିଛିଟା ରାଶି ପାଇଁ ଏହି ବୃକ୍ଷ ଲଗାଇବା ଭଲ ହୋଇଥିବା ବେଳେ ଅନେକ ରାଶି ପାଇଁ ଏହି ଗଛ ଘର ପାଖରେ ଲଗାଇବା ଅଶୁଭ ହୋଇଥାଏ । ଖଜୁରୀ ଗଛ ନିଜ ଘର ବାଡି ବା ବଗିଚାରେ ଲଗାଇବା ଦ୍ଵାରା ଧନହାନୀ ହୋଇଥାଏ । ତେଣୁ ଘର ଆଖପାଖ ସ୍ଥାନରେ ଖଜୁରୀ ଗଛ ଲଗାଇବା ଉଚିତ ନୁହେଁ ।
2- ବାଉଁଶ ଗଛ ମଧ୍ୟ ଘର ପାଖରେ ଲଗାଇବାକୁ ଶୁଭ ବୋଲି ମନାଯାଇନଥାଏ । କାରଣ ଏହି ଗଛ ଘର ପାଖରେ ରହିବା ଦ୍ଵାରା ଘରେ ଅନେକ ସମୟରେ ଅଶାନ୍ତି ଦେଖାଯାଇଥାଏ । ଏହି ଗଛ ଘର ପାଖରେ ରହିଥିଲେ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇଯାଇଥାଏ । ତେଣୁ ନିଜ ଘର ପାଖରେ ଭୁଲରେ ବି ବାଉଁଶ ଗଛ ଲଗାନ୍ତୁ ନାହିଁ । ନଚେତ ବାଉଁଶ ବୃକ୍ଷ ଘର ପାଖରେ ଲଗାଇଲେ । ଘରେ ନାନା ପ୍ରକାର ସମସ୍ଯାମାନ ଲାଗି ରହିଥାଏ ।
3- ନାସପାତି ଗଛ ମଧ୍ୟ ନିଜ ଘର ବାଡି, ବଗିଚା ଆଦି ପାଖ ସ୍ଥାନରେ ଲଗାନ୍ତୁ ନାହିଁ । କାରଣ ଏହି ଗଛ ଘର ପାଖରେ ରହି କୌଣସି ପ୍ରକାର ଶୁଭ ଫଳ ଦେଇନଥାଏ । ଏହି ଗଛ ପାଖରେ ଥିବା ଘରର ଉନ୍ନତି ହୋଇପାରିନଥାଏ । ଘରର ବିକାଶ ଅନେକ ସମୟରେ ମଧ୍ୟ ବହୁ ବାଧା ପ୍ରାପ୍ତ ହୋଇଥାଏ । ତେଣୁ ନାସପାତି ବୃକ୍ଷ ମଧ୍ୟ ଘର ପାଖରେ ଲଗାଇବାକୁ ଶୁଭ ମନାଯାଇନଥାଏ ।