ରାଜ୍ୟ

ଠିକଣା ହଜାଇଲା ସ୍ମାର୍ଟ ଆଡ୍ରେସ୍ !

ତିନି ବର୍ଷ ତଳେ ଭୁବନେଶ୍ବରର ଏକାଧିକ ଗଳିରେ ଲାଗିଥିଲା ଡିଜିଟାଲ ଡୋର ନମ୍ବର। ଡିଜିଟାଲ୍ ଡୋର ନମ୍ବର ହେବ ସ୍ମାର୍ଟ ଆଡ୍ରେସ୍ । ଲୋକେ ଯେକୌଣସି ସ୍ଥାନରୁ ବାର କୋଡକୁ ସ୍କାନ୍ କରି ନିର୍ଦ୍ଦିଷ୍ଟ ଗଳି ଓ ଘରେ ପହଁଚିଯିବେ ବୋଲି କୁହାଗଲା। କେବଳ ସେତିକି ନୁହେଁ, ମହାନଗର ନିଗମର ଅନେକ ସେବା ସହଜରେ ଲୋକଙ୍କ ପାଖରେ ପହଁଚିଯିବ ବୋଲି କୁହାଗଲା।

କେବଳ ସେତିକି ନୁହେଁ, ଏଥିରେ ସବୁ ଘରୁ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ ଲାଇସେନସ ଫି ବି ଆଦାୟ ହୋଇପାରିବ, ବିଏମସିର ରାଜସ୍ବ ବଢ଼ିବ ବୋଲି କୁହାଯାଇଥିଲା। ମାତ୍ର ଏବେ ଦେଖାଯାଉଛି, ତିନି ବର୍ଷ ପରେ ସ୍ମାର୍ଟ ସିଟିର ସ୍ମାର୍ଟ ଆଡ୍ରେସ୍ ଅଚଳ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button