IBN ଓଡ଼ିଶା ବ୍ୟୁରୋ

ବେଙ୍ଗ ଆକ୍ରମଣରେ ଯୁବକ ଗୁରୁତର, ପରିସ୍ରା କଲାବେଳେ ଯୋୖନାଙ୍ଗୁ କାମୁଡ଼ି ଦେଲା ବ୍ରାହ୍ମଣୀ ବେଙ୍ଗ, ଆଉ ତାପରେ.

ପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏବେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସିଛି । ସତରେ ଏଭଳି ଘଟଣା ଘଟୁଛି ଯାହା ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ମନରେ ଅନେକ କଥା ଭାବିବ ।

ଏହି ଘଟଣା ଆମ ଓଡ଼ିଶାର ଏକ ଜିଲ୍ଲାରେ ଘଟିଛି ।

ଯାହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ । ଆପଣମାନେ କେବେ ଜାଣିଛନ୍ତି କି ବେଙ୍ଗ କାମୁଡିବା ଦ୍ବାରା ଲୋକ ଗୁରୁତର ଅବସ୍ଥା ବି ହୋଇପାରେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଗୋଟିଏ ବେଙ୍ଗ କାମୁଡିବାରୁ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡିଛନ୍ତି । ବ୍ୟକ୍ତି ଜଣକ ଏବେ ଏହି ବିଷୟରେ ଜଣାଇଛନ୍ତି । ସୋର ଅଞ୍ଚଳରେ ଏହି ଘଟଣା ଦେଖାଯାଇଛି । ସୋର ଅଞ୍ଚଳରେ ଏହି ଘଟଣା ଘଟିଛି ଯାହା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ସୋର ଅଞ୍ଚଳର ମ୍ୟୁନିସପାଲିଟି ଅଧୀନ ଉତ୍ତରେଶ୍ୱେର ବରଫକଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ବଡ ବ୍ରାହ୍ମଣୀ ବେଙ୍ଗ ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡି ଦେଇଛି । ଆଉ ଏହି ବେଙ୍ଗ କାମୁଡି ଧରିବାରୁ ବ୍ୟକ୍ତି ଜଣକ ଗୁରୁତର ହୋଇ ପଡିଛନ୍ତି । ଏହି ବ୍ୟକ୍ତି ଜଣକ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଉଠିଥିଲେ ଆଉ ସେ ବସି ପରିସ୍ରା କରୁଥିବା ବେଳେ ଏହି ବଡ ବ୍ରାହ୍ମଣୀ ବେଙ୍ଗ ହଠାତ୍ ଡେଇଁ ପଡ଼ିଥିଲା ।

ଆଉ ଏହି ବେଙ୍ଗ ଡେଇଁ ପଡି ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡି ଧରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ନିଆଯିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏବେ ବ୍ୟକ୍ତିଙ୍କ ଅବସ୍ଥା ଟିକେ ଭଲ ଅଛି । ଏହି ଘଟଣାରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ନିଜ ପରିଚୟ ଗୋପନ ରଖିବାକୁ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ କଥା ଆସୁଛି । ରାତି ସମୟରେ ଆପଣମାନେ ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button