ଦେଶ

ମିସାଇଲ୍ ଆକ୍ରମଣ : ୟୁକ୍ରେନରେ ୫ ମୃତ, ୩୧ ଆହତ – Ibnodisha

[ad_1]

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ସ୍ଥିତି ସୁଧୁରୁନାହିଁ । ସଦ୍ୟ ମିଳିଥିବା ଖବର ଅନୁସାରେ, ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍ ଆକ୍ରମଣ କରିଛି। ଫଳରେ ୫ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୧ଜଣ ଆହତ ହୋଇଛନ୍ତି । ସହରର ଏକ ଆବାସିକ କୋଠାକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button