IBN ଓଡ଼ିଶା ବ୍ୟୁରୋ

ସ୍ଵପ୍ନରେ ସଂଭୋଗ କରିବା ଜୀବନରେ କ’ଣ ସୁଚାଇଥାଏ ?

ପ୍ରତ୍ଯେକଟି ମନୁଷ୍ୟ ଶୋଇବା ସମୟରେ ସ୍ଵପ୍ନ ଦେଖିବା ତାହା ସାଧାରଣ କଥା ଅଟେ । ଯାହାକି ପ୍ରତ୍ଯେକଙ୍କ କ୍ଷେତ୍ରରେ ଘଟିଥାଏ । ସ୍ଵପ୍ନ ତାହା ପୁଣି ବିଭିନ୍ନ ପ୍ରକାରର ହୋଇଥାଏ । ବନ୍ଧୁଗଣ ସମସ୍ତ ଶାସ୍ତ୍ରଙ୍କ ମଧ୍ୟରେ ସ୍ଵପ୍ନଶାସ୍ତ୍ରକୁ ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ମାନାଯାଇଥାଏ । ଯେଉଁଥିରେ ସମସ୍ତ ପ୍ରକାର ସ୍ଵପ୍ନର ଅର୍ଥ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା ଆରାଯାଇଥାଏ । ତେବେ ସ୍ଵପ୍ନରେ ସଂଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ପାଇଲେ । ତାହାର ଅର୍ଥ କଣ ହୋଇଥାଏ ଆସନ୍ତୁ ଏଠାରେ ଜାଣିବା ।

 

1- ଯଦି କେହି ନିଜ ଲୋକଙ୍କ ସହ ସ୍ଵପ୍ନରେ ସଂଭୋଗ କରୁଥିବାର ଦେଖିବାକୁ ପାଇଥାଏ । ତେବେ ଏହା ତାହା ପାଇଁ ଶୁଭ ସଂକେତ ଅଟେ । ତେବେ ବିବାହ ଉପଯୁକ୍ତ ହୋଇଯାଇଥିଲେ । ଖୁବ ଶୀଘ୍ର ଆପଣଙ୍କର ବାହାଘର ହୋଇପାରେ । ନଚେତ ଯଦି ଆପଣ ଆଗରୁ ବିବାହିତା ଥାଆନ୍ତି । ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନର ସଂକେତ ଏହି ସ୍ଵପ୍ନ ମାଧ୍ୟମରେ ମିଳିଥାଏ ବୋଲି ସ୍ଵପ୍ନ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

2- ଯଦି କୌଣସି ନବ ବିବାହିତା ଲୋକ ନିଜକୁ ଅନ୍ୟ କାହା ସହ ସ୍ଵପ୍ନରେ ସଂଭୋଗ କରୁଥିବାର ଦେଖିବାକୁ ପାଆନ୍ତି । ତେବେ ଏହାର ଅର୍ଥ ହେଉଛି । ଯେ ଆପଣଙ୍କ ଉପରେ ହୁଏତ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି । ଯାହାକି ଆପଣଙ୍କ ଆଡକୁ ଆକର୍ଷିତ ହୋଇଯାଇଛି । ସେଥିପାଇଁ ବାରମ୍ବାର ଆପଣ ଅନ୍ୟ ସହ ନିଜକୁ ସମ୍ମଭୋଗ କରୁଥିବାର ଦେଖିବାକୁ ପାଉଛନ୍ତି ।

 

3- ଯଦି ସ୍ଵପ୍ନରେ ସ୍ଵାମୀ ଓ ସ୍ତ୍ରୀ ନିଜ ଭିତରେ ସଂଭୋଗ କରୁଥାନ୍ତି । ତେବେ ଏହାର ଅର୍ଥ 2 ପ୍ରକାରର ହୋଇପାରେ । ପ୍ରଥମଟି ହେଉଛି ସ୍ଵାମୀ ଓ ସ୍ତ୍ରୀ ନିଜ ବୈବାହିକ ଜୀବନକୁ ନେଇ ବେଶ ଖୁସିରେ ଥାଇପାରନ୍ତି । ନଚେତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସେତିକି ଶାରୀରିକ ସମ୍ପର୍କକୁ ନେଇ ଭଲ ସମ୍ପର୍କ ନାହିଁ । ଯାହା ଫଳରେ ଏହି ସ୍ଵପ୍ନ ଆପଣ ସଂଭୋଗରେ ଦେଖିବାକୁ ପାଉଛନ୍ତି ।

4- ଯଦି ସ୍ଵପ୍ନରେ ଆପଣ ନିଜ ପ୍ରେମିକ କିମ୍ବା ପ୍ରେମିକା ସହ ସ୍ଵପ୍ନରେ ସଂଭୋଗ କରୁଥିବାର ଦେଖିବାକୁ ପାଇଥାନ୍ତି । ଏହାର ଅର୍ଥ ହେଉଛି । ଯେ ଆପଣଙ୍କ ପୂର୍ବ ପ୍ରେମିକ କିମ୍ବା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ବହୁତ ଭଲ ରହିଥିଲା । ନହେଲେ ଆପଣ ନିଜ ପୂର୍ବ ପ୍ରେମିକ କି ପ୍ରେମିକାଙ୍କ ଠାରୁ ଯେତିକି ଶାରୀରିକ ସୁଖ ପାଉଥିଲେ । ସେହି ତୁଳନାରେ ଆପଣ ଏବେ ଆପଣଙ୍କ ବିବାହିତ ପାର୍ଟନରଙ୍କ ଠାରୁ ପାଇପାରୁନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button