ରାଜ୍ୟ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଜୁଲାଇ ୯ରେ ଗୋପାଳ ବିରୋଧରେ ହେବ ଚାର୍ଜଫ୍ରେମ୍ – Ibnodisha

[ad_1]

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ବୁଧବାର ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ଅତିରିକ୍ତ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେବ। ୨୬ ତାରିଖରେ ଗୋପାଳ କୋର୍ଟରେ ହାଜର ହେବା ପରେ ଷ୍ଟେଟ୍ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ତା’ର ଓକିଲ ଭାବେ କୋର୍ଟ ନିଯୁକ୍ତ କରିଥିଲେ। ତେବେ ବୁଧବାର ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହେବ। ଏହା ପରଠାରୁ ମାମଲାର ଶୁଣାଣି ଆରମ୍ଭ ହେବ। ବୁଧବାର ସକାଳୁ ଗୋପାଳକୁ କଟକ ଜିଲ୍ଲା ଚୌଦ୍ବାର ଜେଲରୁ ଝାରସୁଗୁଡ଼ା ଅଣାଯିବା ପରେ କୋର୍ଟରେ ହାଜର କରାଯିବ। ଏଥିପାଇଁ ପୁଲିସ୍ ପକ୍ଷରୁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button