IBN ଓଡ଼ିଶା ବ୍ୟୁରୋ

ଏହି 4 ଟି ସଙ୍କେତ ରୁ ଜାଣନ୍ତୁ ସେ ତୁମକୁ ମନେ ପକାଉଛି କି ନାହିଁ… ଭଲପାଉଛି ନା ନାହିଁ…

ଣ ଯିଏ ଯାହାଙ୍କୁ ଭଲ ପାଇଥାଏ । ସେ ପରସ୍ପର ଠାରୁ ଯେତେ ଦୂରରେ ରହିଥିଲେ ମଧ୍ୟ ତା’ ର ଭଲ ପାଇବାକୁ ଅନୁଭବ କରିପାରିଥାଏ । ହେଲେ ଅନେକଙ୍କ ମନରେ ଏପରି ପ୍ରଶ୍ନ ରହିଥାଏ । ଯେ ମୁଁ ଯାହାଙ୍କୁ ଭଲ ପାଉଛି । ତାଙ୍କ ଠାରୁ ମୁଁ ବହୁତ ଦୂରରେ ଥାଇ ମଧ୍ୟ ତାଙ୍କ କଥା ଏତେ ଭାବୁଛି । ତାଙ୍କୁ ଏତେ ଭଲ ପାଉଛି । ହେଲେ ସେ କଣ ମୋ ଠାରୁ ଦୂରରେ ରହି ମୋତେ ପ୍ରକୃତରେ ଭଲ ପାଉଛନ୍ତି କି ନାହିଁ । ତେବେ ଏପରି ବିଷୟରେ ଜାଣିବାକୁ ଚାହୁଁଥିବା ଲୋକ ମାନଙ୍କୁ କିଛି ସଂକେତ ବିଷୟରେ ଏଠାରେ କହିବାକୁ ଯାଉଛୁ । ଯେଉଁ ସଂକେତ ମାଧ୍ୟମରେ ଆପଣ ମାନେ ଜାଣିବାକୁ ପାଇବେ । ଆପଣ ଆପଣଙ୍କ ଲଭର ଠାରୁ ଦୂରରେ ଥିଲେ ମଧ୍ୟ ସେ ଆପଣଙ୍କୁ ମନ ପକାଉଛନ୍ତି କି ନାହିଁ ।

 

1- ଯଦି ଆପଣ ଆପଣଙ୍କ ପାର୍ଟନରଙ୍କୁ ପ୍ରକୃତରେ ହୃଦୟରୁ ଭଲ ପାଉଛନ୍ତି । ତେବେ ଆପଣଙ୍କ ପ୍ରେମ ଟୃ ଲଭ ଅଟେ । ତେଣୁ ଆପଣ ତାଙ୍କ ଠାରୁ ଯେତେ ଦୂରରେ ଥିଲେ ମଧ୍ୟ ସେ ଆପଣଙ୍କ ସହ ବିତାଇଥିବା ପ୍ରତ୍ଯେକଟି ମୁହୂର୍ତ୍ତକୁ କେବେବି ଭୁଲିପାରିବ ନାହିଁ । ତେଣୁ ସେ ଆପଣଙ୍କ ପାଖରେ ଥାଇ ହେଉ ଅବା ଦୂରରେ ତନ୍ତୁ । ଆପଣଙ୍କୁ ହିଁ ଭଲ ପାଉଥିବେ ।

2- ଯଦି ଆପଣଙ୍କ ସ୍ଵପ୍ନରେ ବା ଆପଣଙ୍କ ଭାବନାରେ ସେହି ବ୍ୟକ୍ତିଟି ଅନେକ ସମୟରେ ଆସନ୍ତି । ତେବେ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ସେମିତି ଭଲ ପାଉଛନ୍ତି । କାରଣ ବିନା କାରଣରେ ସ୍ଵପ୍ନ ଆସିନଥାଏ । ସ୍ଵପ୍ନ ସହ ଆମର କିଛି ନା କିଛି ବାସ୍ତବିକତା ଯୋଡି ହୋଇ ରହିଥାଏ ।

 

3- ଯଦି ଆପଣ ଯାହାଙ୍କୁ ଭଲ ପାଉଛନ୍ତି । ତାଙ୍କ କଥା ଭାବୁ ଭାବୁ ତାଙ୍କର କିଛି ପସନ୍ଦର ଜିନିଷ ଆଖି ସାମ୍ନାକୁ ଆପଣଙ୍କର ବାରମ୍ବାର ଚାଲି ଆସୁଥାଏ । ବା ଅନ୍ୟ କାହାକୁ ଦେଖି ଆପଣ ନିଜ ପାର୍ଟନର କଥା ଭାବି ଦିଅନ୍ତି । ତେବେ ବିଶ୍ବାସ କରନ୍ତୁ ସେ ମଧ୍ୟ ଆପଣଙ୍କ କଥା ହିଁ ମନେ ପକାଉଛନ୍ତି । କାରଣ ଥରେ କି ଦୁଇ ଥର ନୁହେଁ । ଯଦି ଏହି ସବୁ ସଂକେତ ଆପଣଙ୍କ ସହ ବାରମ୍ବାର ଦେଖିବାକୁ ମିଳିବାକୁ ମିଳିଥାଏ । ତେବେ ଆପଣ ଆପଣଙ୍କ ପାର୍ଟନର ଠାରୁ ଯେତେ ଦୂରରେ ଥିଲେ ବି ଆପଣଙ୍କ ଭଳି ସେ ମଧ୍ୟ ଆପଣଙ୍କୁ ଭଲ ପାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button