IBN ଓଡ଼ିଶା ବ୍ୟୁରୋ

ରୁଟି କେଉଁ ଗ୍ଯାସ ଦ୍ଵାରା ଫୁଲିଥାଏ ?

, ମଣିଷ ଜୀବନରେ ଆଗକୁ ବଢିବା ସହ ବହୁତ କିଛି କଥା ଶିଖିବାକୁ ପାଇଥାଏ । ତେଣୁ ଜୀବନ ଆଗକୁ ବଢିବା ସହ ଜ୍ଞାନ ମଧ୍ୟ ବଢିବାକୁ ଲାଗିଥାଏ । ମଣିଷ ଦୁନିଆର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେବାର ମହତ୍ଵ ରଖନ୍ତୁ । କାରଣ ମଣିଷ ସବୁ ବିଷୟରେ ଜ୍ଞାନୀ ହୋଇଥିବାରୁ ମଣିଷକୁ ଶ୍ରେଷ୍ଠ କୁହାଯାଉଛି । ତେଣୁ ଆପଣ ସର୍ବଦା ଜ୍ଞାନ ଆହରଣ କରିବା ଉଚିତ ଯେଉଁଠାରୁ କିଛି ଭଲ ଶିଖିବା ପାଇଁ ମିଳୁଛି ତାହାକୁ ଗ୍ରହଣ କରିବା ଉଚିତ ଯାହା ଆପଣଙ୍କ ପାଇଁ ହିଁ ଫଳଦାୟୀ ରହିବ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ।

 

1- କେଉଁ ଦେଶରେ କୁକୁର ମାନଙ୍କୁ ପୂଜା କାରାଯାଏ ? ଉତ୍ତର: ନେପାଳ ଦେଶରେ କୁକୁର ମାନଙ୍କୁ ପୂଜା କରାଯାଏ ।

2- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ? ଉତ୍ତର: ହିପୋର କ୍ଷୀର ଗୋଲାପି ରଙ୍ଗର ଅଟେ ।

3- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ଅଟେ ? ଉତ୍ତର: ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ।

4- ଭାରତ ରତ୍ନ କାହାଦ୍ୱାରା ଦିଆଯାଇଥାଏ ? ଉତ୍ତର: ଭାରତ ରତ୍ନ ଭାରତର ରାଷ୍ଟ୍ରପତିଙ୍କ ହାତରେ ଦିଆଯାଇଥାଏ ।

5- କେଉଁ ଫୁଲ ବାର ବର୍ଷରେ ଥରେ ଫୁଟିଥାଏ ? ଉତ୍ତର: ନିଳକୁରିଜି ଫୁଲ ବାର ବର୍ଷରେ ଥରେ ଫୁଟିଥାଏ ।

6-  ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ ମନାଯାଏ ? ଉତ୍ତର: ପାରକୁ ଶାନ୍ତିର ପ୍ରତୀକ ବୋଲି ମନାଯାଏ ।

 

7- କେଉଁ ଦେଶରେ ପାଞ୍ଚୋଟି ସୂର୍ଯ୍ୟ ଉଦୟ ହୋଇଥାଏ ? ଉତ୍ତର: ଚୀନ ଦେଶରେ 5ଟି ସୂର୍ଯ୍ୟ ଉଦୟ ହୋଇଥାଏ ।

8- ରୁଟି କେଉଁ ଗ୍ଯାସ ପାଇଁ ଫୁଲିଥାଏ ? ଉତ୍ତର: ରୁଟି କାର୍ବନ ଡାଇଅକ୍ସାଇଡ ଗ୍ଯାସ ପାଇଁ ଫୁଲିଥାଏ ।

9- ଭାରତର ରାଷ୍ଟ୍ରୀୟ ଗଛର ନାମ କଣ ? ଉତ୍ତର: ଭାରତର ରାଷ୍ଟ୍ରୀୟ ଗଛର ନାମ ହେଉଛି ବରଗଛ ।

10- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ? ଉତ୍ତର: ଚୀନ ଦେଶର ଲୋକ ସାପ ଖାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button