ସାଧାରଣ ବ୍ୟକ୍ତିଙ୍କ ଭଳି କ’ ଣ ଜୀବନ ବିତେଇଥାନ୍ତି ନାଗା ସାଧୁ ! ବାବାଙ୍କର ଏହି ରହସ୍ୟ ଜାଣିଲେ ଉଡିଯିବ ଆପଣଙ୍କର ହୋସ୍ !
ନାଗା ସାଧୁଙ୍କ ବିଷୟରେ କିଛି ରୋଚକ କଥା । ଏହି ଆର୍ଟିକିଲ କୁ ସମ୍ପୂର୍ଣ୍ଣ ନିଶ୍ଚୟ ଦେଖନ୍ତୁ । ଭଗବାନ ଶିବଙ୍କର ଭକ୍ତ ମାନଙ୍କୁ ଆପଣମାନେ ଜାଣିଛନ୍ତି । ଆମେ ଜାଣିଛୁ ଭଗବାନ ଶିବଙ୍କର ଭକ୍ତ ର ନାମ କହିଲେ ଆପଣ ନନ୍ଦି ର ନାମ ନେବେ, ଷଣ୍ଢ ର ନାମ ନେବେ କିନ୍ତୁ ଆଉ ଜଣେ ବି ତାଙ୍କର ଭକ୍ତ ରହିଅଛନ୍ତି ସେ ହେଉଛନ୍ତି ନାଗା ବାବା ବା ଅଘୋରୀ ବାବା । ଆପଣମାନେ ତାଙ୍କୁ ଦେଖିଥିବେ କୁମ୍ଭ ମେଳାରେ ବହୁତ ମାତ୍ରାରେ ଆସିଥାନ୍ତି କିନ୍ତୁ ମେଳା ସରିବାପରେ ରାତାରାତି କୁଆଡେ ପଳାନ୍ତି ଏହା କେହି ଜାଣିନାହାନ୍ତି । ନାଗା ବାବା ବା ଅଘୋରୀ ବାବା ଶ୍ମଶାନ ରେ କିମ୍ବା ଗୁମ୍ଫା ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ବହୁତ ନିଷ୍ଠୁର ହୋଇଥାନ୍ତି ଏବଂ ରାଗି ମଧ୍ୟ ହୋଇଥାନ୍ତି । ଅଘୋରୀ ବାବା ଙ୍କ ସହ କେହି କେବେ ଓଲଟା ସିଧା କଥାବାର୍ତ୍ତା କଲେ ସେମାନେ ତାଙ୍କ ଉପରକୁ ହାତ ଉଠେଇଦେଇଥାନ୍ତି । ଏମାନଙ୍କର ଦୂର ଦୃଷ୍ଟି ପ୍ରଖର ଥାଏ ।
ଆଗକୁ କଣ ଘଟିବ ସେହି କଥା ସେ ସବୁ ଜାଣିପାରନ୍ତି ଏବଂ ଭଲ ଭବିଷ୍ୟବାଣୀ କରିପାରନ୍ତି କାରଣ ସେ ବର୍ଷ ଯାକ ତପସ୍ୟା ରେ ମଗ୍ନ ହୋଇକି ଥାନ୍ତି ଏବଂ ସେମାନେ ମଲା ଶବ ର କଞ୍ଚା ମାଂସ କୁ ଖାଇଥାନ୍ତି । ଏମାନେ ବାସ୍ତବରେ କୋଉଠି ରୁହନ୍ତି ଏହି କଥା ତ ଆଜି ଯାଇଁ କେହି ବି ଜାଣିପାରିନାହାନ୍ତି । ସେମାନେ ମରିଗଲା ପରେ ତାଙ୍କ ସାଙ୍ଗରେ କଣ ହୁଏ ସେଇଟା କଣ ଆପଣମାନେ ଜାଣିଛନ୍ତି କି ।