ବାରମ୍ବାର ହେଉଥିବା କାଶ ଆପଣଙ୍କୁ କରୁଛି କି ଚିନ୍ତିତ ! ମାତ୍ର 1 ମିନିଟରେ କାଶ ହେବାରୁ ପାଆନ୍ତୁ ସଂପୂର୍ଣ୍ଣ ମୁକ୍ତି !

, କିଛି ଲୋକଙ୍କୁ କାଶ ହେବାର ସମସ୍ୟା ରହିଥାଏ । କିଛି ଲୋକଙ୍କର ଶୁଖିଲା କାଶ ହୋଇଥାଏ ତ ଆଉ କିଛି ଲୋକଙ୍କର କଫ କାଶ ହୋଇଥାଏ । କାଶ ହେବା ସାଧାରଣ କଥା ନୁହେଁ କାରଣ ବହୁତ ଦିନ ଧରି ଲଗାତାର କାଶ ହେବା ମଧ୍ୟ ହୋଇପାରେ ବଡ ରୋଗର କାରଣ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ଲଗାତାର ହେଉଥିବା କାଶକୁ ଏକ ମିନିଟରେ ବନ୍ଦ କରିପାରିବେ ସେହି ଉପାୟ ସମ୍ପର୍କରେ । ତେବେ ଡେରି ନକରି ଆସନ୍ତୁ ଜାଣିବା ।
ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମ ଆବଶ୍ୟକ ଗୋଲମରୀଚ । ଏହାର କାମ ହୋଇଥାଏ ଆପଣଙ୍କ ଶ୍ଵାସ ନଳୀରେ ଯେଉଁ କଫ ଜମିଥାଏ ତାହାକୁ ପତଳା କରି ଏହା ବାହାରକୁ ବାହାର କରିବାର କାମ କରିଥାଏ । ଦିତୀୟରେ ଏଥିରେ କଳାଲୁଣ ଆବଶ୍ୟକ । ତୃତୀୟରେ ଆପଣଙ୍କୁ ଆବଶ୍ୟକ ଜୀରା । ଚତୁର୍ଥରେ ଆପଣଙ୍କୁ ଦରକାର ସବୁଜ ଗୁଜୁରାତି । ଏବଂ ପଞ୍ଚମରେ ଆପଣଙ୍କୁ ଅଦା ଦରକାର ॥
ଏହିସବୁକୁ ପକାଇ ସାରିବା ପରେ ଆପଣ ଧୀର ଅଞ୍ଚରେ ଗୁଡ ସହ ଏହିସବୁ ଜିନିଷକୁ ଫୁଟିବା ପାଇଁ ଦିଅନ୍ତୁ । ଏବଂ ଜେଭଳି ନ ଜଳି ଯାଏ ଏହାର ଧ୍ୟାନ ରଖିବା ଜରୁରୀ । ଏହାପରେ ଆପଣ ଏହାକୁ ବାହାର କରି ଏକ କାଚ ଜାର ଭିତରେ ଭର୍ତ୍ତି କରି ରଖିଦିଅନ୍ତୁ । ଆପଣଙ୍କୁ ଏହି ମିଶ୍ରଣକୁ ଅଧା ଚାମଚ ସକାଳେ ଏବଂ ଅଧା ଚାମଚ ଶୋଇବା ସମୟରେ ଖାଇବା ଉଚିତ । ଆପଣ ଏହାକୁ ଗରମ ପାଣିର ମିଶାଇ ପିଅନ୍ତୁ ।