IBN ଓଡ଼ିଶା ବ୍ୟୁରୋ

ଘରକୁ ମାଙ୍କଡ ଆସିବାର ଅର୍ଥ କ’ ଣ ଆପଣ ଜାଣିଛନ୍ତି କି ! ମାଙ୍କଡ ଆସିବା ଦ୍ଵାରା ମିଳିଥାଏ ଏହି ସବୁ ବିଶେଷ ସଂକେତ !

,  ଆମ ସମସ୍ତକ ଗୋଟିଏ ଇଛା ରହିଥାଏ ଯେ ଆମ ଘରେ ସବୁବେଳ ପାଇଁ ମା ‘ ଲକ୍ଷ୍ମୀଙ୍କ ର ବାସ ରହିଥାଉ । କିନ୍ତୁ ଆମେ କରିଥିବା ଭୁଲ ପାଇଁ ମା ‘ ଲକ୍ଷ୍ମୀ ଘର କୁ ତ୍ୟାଗ କରି ଯାଇଥାନ୍ତି । ଯଦି କୋଣସି ଘରେ ସମାଧାନ ଶିଷ୍ଟାଚାର ରହିନଥାଏ । ସେହି ଘର କୁ ଛାଡି ମା’ ଲକ୍ଷ୍ମୀ ପଳେଈ ଯାଇଥାନ୍ତି । ଯେଉଁମାନଙ୍କ ଘରେ ସ୍ଵାମୀ ଏବଂ ସ୍ତ୍ରୀ କଳି ଝଗଡା କରିଥାନ୍ତି ସେହି ଘରେ ମା ‘ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ।

 

ଯେଉଁ ଘରେ ସ୍ତ୍ରୀଲୋକମାନଙ୍କୁ ସମ୍ମାନ  ଦେଇନଥାନ୍ତି ସେହି ଘର କୁ ଛାଡି ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମା ‘ ଲକ୍ଷ୍ମୀ ଘର କୁ ତ୍ୟାଗ କରିଥାନ୍ତି । ମା ‘ ଲକ୍ଷ୍ମୀ ଆମ ଘତ କୁ ଛାଡି ଯିବାର ଅନେକ ସଂକେତ ପଶୁ ପକ୍ଷୀମାନେ ମଧ୍ୟ ଦେଇଥାନ୍ତି । କିନ୍ତୁ  ଏହି ବିଷୟକୁ ଆମେ ବୁଝିପାରିନଥାଉ  । ମା ‘ ଲକ୍ଷ୍ମୀ ଯେଉଁ ଘରେ ସର୍ବଦା ରହିଥାନ୍ତି ସେହି ଘରର ଲୋକମାନଙ୍କୁ କୋଣସି ଅଭାବ ପରିଲକ୍ଷିତ ହୋଇନଥାଏ ।

ସେହି ଘର ସଦାସର୍ବଦା ଧନ , ସମବୃଦ୍ଧିରେ ରହିଥାଏ । ମା ‘ ଲକ୍ଷ୍ମୀଙ୍କ ଆର୍ଶୀବାଦ କୁ ପାଇବା ପାଇଁ ଲୋକେ ଅନେକ  ପୂଜା ଦାନ  ଧର୍ମ କରିଥାନ୍ତି । ମା ‘ ଲକ୍ଷ୍ମୀ ମଧ୍ୟ ତାଙ୍କ ଭକ୍ତମାନଙ୍କ ପ୍ରଥାନା କୁ କେବେ ବି ଅବହେଳା କରିନଥାନ୍ତି । ସେ ପୂଜା ଭକ୍ତି ରେ ପ୍ରସନ୍ନ ହୋଇ ସେହି ଘରେ ଆସିଥାନ୍ତି , କିନ୍ତୁ ମଣିଷ କରିଥିବା ଏଭଳି କିଛି ଭୁଲ ପାଇଁ ମା’ ଲକ୍ଷ୍ମୀ ସେହି ଘର କୁ ତ୍ୟାଗ କରି ଥାନ୍ତି ।

 

ମା ‘ ଲକ୍ଷ୍ମୀ ଙ୍କ ପଳେଇଯିବା ଏବଂ କ୍ରୋଧ ହେବାର କିଛି ସଙ୍କେତ ପଶୁ ପକ୍ଷୀମାନେ ଦେଇଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ । ଯଦି କୋଣସି ବୁଲା କୁକୁର ଟି ଆପଣଙ୍କ ଘର କୁ ପଳେଈ ଆସିଥାଏ ତେବେ ଏହାର ଅର୍ଥ ହୋଇଥାଏ ଯେ ମା ‘ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି  ଏବଂ ମା ‘ ଲକ୍ଷ୍ମୀଙ୍କର ଆର୍ଶୀବାଦ ଆପଣଙ୍କ ଗୃହ ଉପରେ ନାହିଁ । ଦ୍ଵିତୀୟ ରେ ହଡି କୁକୁଡା ଆପଣଙ୍କ ଘର ଭିତରକୁ ଚାଲି ଆସିଥାଏ  ।

 

ଏହାର ଅର୍ଥ ଅଟେ ଯେ ମା ‘ ଲକ୍ଷ୍ମୀ ଆପଣଙ୍କ ଘର କୁ  ଛାଡି ପଳେଇଯାଇଛନ୍ତି ବୋଲି । ତୃତୀୟ ଛେଳି ଗୋଡ ମଧ୍ୟ ଘର ପଡିଲେ ମା ‘ ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ ।  ଚର୍ତୁର୍ଥ ଯଦି କୋଣସି କଳା ରଙ୍ଗର ମାଙ୍କଡ ଘର ଭିତରକୁ ପଶି ଆସେ ଏବଂ ତାହାର ପାଦ ଚିହ୍ନ ପଡେ ତେବେ ସେ ଘରେ ମା ‘ ଲକ୍ଷ୍ମୀ ପଳେଈଯାଇ ଥାନ୍ତି ଏବଂ ସେହି ଘରେ ସର୍ବଦା ଦୁଖ କଷ୍ଟ  ଏବଂ ଧନର ଅଭାବ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button