IBN ଓଡ଼ିଶା ବ୍ୟୁରୋ

ଗାଈକୁ ଜୀଅନ୍ତା ଗିଳିଦେଲା ୧୬ ଫୁଟ ଲମ୍ବା ଅଜଗର, ଭିଡିଓ ଭାଇରାଲ

ଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ବିଶାଳକାୟ ଅଜଗର ଗୋଟିଏ ଗାଈକୁ ଗିଳିଦେଇଥିବା ଦେଖିବାକୁ ମିଳୁଛି । ଘଟଣାଟି ଆଗ୍ରା ଥାନା ଚିତ୍ରାହାଟ ଅଞ୍ଚଳର ବୋଲି କୁହାଯାଉଛି । ଯମୁନା ଜଙ୍ଗଲରେ ଅଜଗର ଗାଈକୁ ଜୀଅନ୍ତା ଗିଳିଦେଇଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button