ରାଜ୍ୟ
ଗୋରୁ ଚାଲାଣ ହେଉଥିବା ବେଳେ ସୁବଳୟା ବଜରଙ୍ଗ ଦଳ ଅଟକାଇଲେ ଗାଡ଼ି – Ibnodisha

[ad_1]

ବୀରମହାରାଜପୁର: ସୁବଣଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଥାନା ବାଟ ଦେଇ ଗୋରୁ ଚାଲାଣ ହେଉଥିବା ବେଳେ ସୁବଳୟା ବଜରଙ୍ଗ ଦଳର କର୍ମୀମାନେ ରାତି ପ୍ରାୟ ୧୦.୩୦ ମିନିଟରେ ଗାଡ଼ିକୁ ଅଟକାଇଛନ୍ତି । ଘଟଣା ସ୍ଥଳରେ ବଜରଙ୍ଗ ଦଳର ସଂଜୟ ବାଘ, ଦିଗାମ୍ବର ପଧାନ,ସିଲୁ ରଥ , ଜିଲ୍ଲା ଜାତୀୟ ମାନବିକ ଅଧିକାର ସାମୁଖ୍ୟର ସଂଯୋଜକ ମାନସ ମହାକୁଡ଼ ଓ ଅନ୍ୟ ମାନେ ସାମିଲ ହୋଇଛନ୍ତି ।
[ad_2]