ଖେଳ

ଦୁଇଟି ମ୍ୟାଚ ହାରିବା ପରେ ଜିତିଲା ଭାରତ – Ibnodisha

[ad_1]

ବ୍ୟୁରୋ : କ୍ରମାଗତ ଦୁଇଟି ମ୍ୟାଚ୍ ହାରିଵା ପରେ ଗତକାଲି ଭାରତ ପ୍ରଥମ ଥର ସିରିଜରେ ଵିଜୟ ହାସଲ କରିଛି । ଟସ ଜିତି ୱେଷ୍ଚଇଣ୍ଡିଜ ପ୍ରଥମେ ଵ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା । ଭାରତ ପାଇଁ ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ପ୍ରଥମେ ଵୋଲିଙ୍ଗ ଆରମ୍ଭ କରିଥିଲେ । ଆରମ୍ଭରୁ ହିଁ ଭାରତୀୟ ଵୋଲର ୱେଷ୍ଟଇଣ୍ଡିଜ ଦଳ ଉପରେ ଭାରି ପଡିଥିଲେ । ୫ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜ ଦଳ ୧୫୯ ରେ ସୀମିତ ରହିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିଛି।ଓ୍ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ହାସଲ କରିଛି ଭାରତ।

ସୂର୍ଯ୍ୟକୁମାର ଯାଦଵ ୪୪ଟି ଵଲରେ ୮୩ ରନ୍ ହାସଲ କରି ଭାରତକୁ ଏକ ମଝଵୁତ ସ୍ତିତିକୁ ଆଣିଥିଲେ । କ୍ରମାଗତ ତିନୋଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଵା ତିଲକ୍ ଶର୍ମା ୩୭ଟି ଵଲରୁ ୪୯ ରନ ହାସଲ କରିଥିଲେ । ଶେଷରେ ୧୫ ଵଲରୁ ଅପରାଜିତ ୨୦ ରନ ହାସଲ କରି  ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ଏକ ଛକା ସହ ଭାରତକୁ ଦମଦାର ଵିଜୟ ଦେଇଥିଲେ । ଭାରତ ନିଜ ଵିଜୟ ସହ ୨-୧ ରେ ସିରିଜରେ ଵଜାୟ ରହିଛି । ଆଗାମୀ ଦୁଇଟି ଯାକ ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେଵ । ଉଭୟ ଦୁଇଟି ଯାକ ମ୍ୟାଚ୍ ଜିତିଲେ ଭାରତ ସିରିଜ ଜିତିଵ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button