IBN ଓଡ଼ିଶା ବ୍ୟୁରୋ

NHAI ରେ ମ୍ୟାନେଜର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

NHAI ରେ ଖାଲିପଡିଛି ଅନେକ ପଦବୀ । ଜେନେରାଲ ମ୍ୟାନେଜର(ଟେକନିକ), ଡେପୁଟି ଜେନେରାଲ ମ୍ୟାଜେନର, ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ ହେଉଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୦

ଜେନେରାଲ ମ୍ୟାନେଜର : ୨୦
ଡେପୁଟି ଜେନେରାଲ ମ୍ୟାନେଜର : ୨୦
ମ୍ୟାନେଜର : ୨୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ସେପେ୍ଟମ୍ବର ୨୦୨୪ ରହିଛି । ଭର୍ତ୍ତି ପାଇଁ ହାର୍ଡ କପି ଜମା କରିବାର ଶେଷ ତାରିଖ ୨୨ ଅକ୍ଟୋବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଅଧିକ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୫୬ ବର୍ଷ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୬୭,୭୦୦ ଟଙ୍କା ରୁ ଆରମ୍ଭ କରି ୨, ୧୫, ୯୦୦ଟଙ୍କା ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button