IBN ଓଡ଼ିଶା ବ୍ୟୁରୋ

କିସ କରିବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ଫ୍ରେଣ୍ଡ୍ସ ଆପଣ ମାନେ ଜାଣିଥିବେ କି-ସ ଏକ ଏପରି ଏକ ଶବ୍ଦ ଯାହା କପୁଲ୍ ମାନେ କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଏକ ସୁମଧୁର ସମ୍ପର୍କ ସୃଷ୍ଟି ହେବା ସହିତ ତାଙ୍କ ମଧ୍ୟରେ ମିଠା ପ୍ରେମ ବଢିଥାଏ । ଯଦି ଆପଣ କାହାକୁ ହୃଦୟର ସହ ଭଲ ପାଉଛନ୍ତି । ତେବେ ଆପଣଙ୍କର ପ୍ରେମକୁ ନିଜ ଲଭରଙ୍କ ଆଗରେ ପ୍ରକାଶ କରିବା ପାଇଁ କି-ସ ବହୁତ ହିଁ ଭଲ ମାଧ୍ୟମ ହୋଇଥାଏ । କି-ସ କରିବା ଦ୍ଵାରା କେବଳ ପ୍ରେମରେ ମିଠାପଣ ଆସିନଥାଏ ବଂର ଏହା ଦ୍ଵାରା ଅନେକ ସ୍ଵାସ୍ଥ ଜନିତ ଉପକାର ମଧ୍ୟ ମିଳିଥାଏ ।

 

କି-ସ୍ କରିବା ଦ୍ଵାରା ପାଚନ କ୍ରିୟା ଭଲ ହୋଇବା ସହ ଶରୀରରେ ଭଲ ଭାବରେ ରକ୍ତ ସଂଚାଳନ ହୋଇଥାଏ । କି-ସ୍ ଦ୍ଵାରା ଉଭୟଙ୍କ ମଧ୍ୟରେ ଏକ ଉ-ତ୍ତେ-ଜନା ସୃଷ୍ଟି ହୋଇଥାଏ । ଯାହା ପ୍ରେମକୁ ଅଧିକରୁ ଅଧିକ ଗଭୀର କରିବା ସହ ଶରୀରକୁ ଅନେକ ପ୍ରକାର ବେନିଫିଟ୍ ଦେଇଥାଏ । କଥାରେ ଅଛି କି-ସ ହେଉଛି ପ୍ରେମ ସଫଳତାର ଚାବିକାଠି ।

ଯେତେବେଳେ ଦମ୍ପତି ମାନଙ୍କ ମଧ୍ୟରେ କୌଣସି କାରଣରୁ ବହୁତ ଜୋର ଝଗଡା ହେଉଥାଏ । ସେତେବେଳେ ବ୍ୟକ୍ତି ଜଣଙ୍କ ନିଜ ପାର୍ଟନରକୁ ଧରି ବହୁତ ଜୋରରେ କି-ସ କରିଥାଏ । ଯାହା ଫଳରେ ତାଙ୍କ ମଧ୍ୟରେ ଛୋଟ ବଡ କଥାକୁ ନେଇ ଉପୁଜୁଥିବା ସମସ୍ଯାରେ ସୁଧାର ଆସିଥାଏ । କାରଣ କି-ସ୍ କରିବା ଦ୍ଵାରା କପୁଲ୍ ମାନଙ୍କ ମଧ୍ୟରେ ଏପରି ଏକ ଶାନ୍ତି ଆସିଥାଏ । ଯାହା ଦ୍ଵାରା ସେମାନେ ନିଜର କ୍ରୋଦ୍ଧକୁ ନିଜ ଆୟତ୍ତରେ କରିପାରିଥାନ୍ତି ।

 

ଏକ ଗବେଷଣାରୁ ଜଣା ପଡିଛି ସାମାନ୍ୟ ଏକ ଛୋଟ କି-ସ୍ ୨ ରୁ ୩ କ୍ୟାଲୋରୀ କମାଇ ଦେଇଥାଏ । ସେହିପରି ବହୁତ ଅଧିକ ସମୟ ଧରି କି-ସ୍ କରିବା ଦ୍ଵାରା ୮ ରୁ ୧୬ କ୍ୟାଲୋରୀ କମିଥାଏ । ପ୍ରତିଦିନର ଏକସରସାଇଜ ଭଳି କି-ସ୍ କୁ ମଧ୍ୟ ନିଜ ଏକ୍ଷସରସାଇଜରେ ଆଡ୍ କରି ନିଜର କ୍ୟାଲୋରୀକୁ ଘଟାଇ ପାରିବେ । ଅକ୍ଷିଟୋନିନ ଓ ଏହିପରି କିଛି ହରମୋନକୁ ରିଲିଜ୍ କରିଥାଏ ।

ଯାହା ବ୍ୟକ୍ତିକୁ ଖୁସି ଓ ଆନନ୍ଦ ରଖିବାରେ ସାହାଜ୍ଯ କରିଥାଏ । କି-ସ୍ କରିବା ଦ୍ଵାରା ହାଇ ବ୍ଲଡ୍ ପ୍ରେସର କମିଥାଏ ।କି ସ୍ କରିବା ଦ୍ଵାରା  ରକ୍ତରେ ଥିବା ଅଦରକାରୀ କୀଟାଣୁ ଗୁଡିକୁ ମାରିବାରେ ସାହାଜ୍ଯ ହୋଇଥାଏ । ପାଟିରେ କ୍ୟାଭିଟିକୁ ନଷ୍ଟ କରିଥାଏ । କି-ସ୍ କରିବା ଦ୍ଵାରା ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଢିଥାଏ ।

 

ସ୍ଟ୍ରେସକୁ ଦୂର କରି ମାନସିକ ଶାନ୍ତି ପାଇବା ପାଇଁ ଚାହୁଁଥିଲେ, କି-ସ୍ କରିବା ନିହାତି ଦରକାର । ସପ୍ତାହରେ ଯେଉଁ ମାନେ ଅତି କମ୍ ରେ ୨ ଥର କି-ସ୍ କରିଥାନ୍ତି । ସେମାନଙ୍କ ମଧ୍ୟରୁ ୪୦ ଭାଗ ଲୋକଙ୍କର ହାର୍ଟ ରିଲେଟେଡ଼ ସମସ୍ଯା ଆସିବାର ସମ୍ଭାବନା ରହିନଥାଏ ।ତେଣୁ କି-ସ୍ କରିବା ଦ୍ଵାରା କପୁଲ୍ ମାନଙ୍କ ମଧ୍ୟରେ ପ୍ରେମ ବଢିବା ସହିତ ଶାରୀରିକ ଓ ମାନସିକ ଫାଇଦା ମଧ୍ୟ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button