IBN ଓଡ଼ିଶା ବ୍ୟୁରୋ

୨ ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ

। ସୂଚନା ଅନୁସାରେ ଆମ ମୁଖମଣ୍ଡଳର ଦାନ୍ତ ହେଉଛି ଏକ ଅଂଶ । ଦାନ୍ତ ମଧ୍ୟ ଆମ ସୁନ୍ଦରତାର ଅନ୍ୟ ଏକ ସ୍ୱରୂପ । ତେବେ ଏହି ଏହି ଦାନ୍ତର ଯତ୍ନ ନେଇ ତାକୁ ବହୁ ବର୍ଷ ପର୍ଯ୍ୟନ୍ତ ଶକ୍ତ କରି ରଖିବା ଦ୍ଵାରା ଦାନ୍ତ ଜନିତ କୌଣସି ସମସ୍ଯା ଦେଖାଯାଇନଥାଏ । ଯେଉଁ ଲୋକ ମାନଙ୍କର ଦାନ୍ତ ବିନ୍ଧା ଭଳି ସମସ୍ଯା ରହୁଅଛି । ସେମାନେ କେତୋଟି ସହଜ ଉପାୟ ଦ୍ଵାରା ଦାନ୍ତ ବିନ୍ଧାକୁ ସଂପୂର୍ଣ୍ଣ ରୂପେ ଭଲ କରିପାରିବେ ।

 

ଦାନ୍ତ ବିନ୍ଧାକୁ ଭଲ କରିବା ପାଇଁ ପ୍ରଥମ ରେମିଡିରେ ଆମେ କେବଳ ୨ ଟି ଜିନିଷର ବ୍ୟବହାର କରିବୁ । ପ୍ରଥମଟି ହେଉଛି ହେଙ୍ଗୁ ଓ ଅନ୍ୟଟି ହେଉଛି ଲେମ୍ବୁ । ଆପଣ ପ୍ରଥମେ ଏକ ପାତ୍ରରେ ୪ ରୁ ୫ ଚିମୁଟା ହେଙ୍ଗୁ ରଖନ୍ତୁ । ତାପରେ ସେହି ହେଙ୍ଗୁରେ ଏକ ଚାମଚ ଲେମ୍ବୁ ରସ ପକାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ସେହି ପ୍ରସ୍ତୁତ କରିଥିବା ପେଷ୍ଟକୁ ଆପଣ ଏକ ତୁଳା ସାହାଜ୍ଯରେ ଆଣି ଯେଉଁ ଜାଗାରେ ଆପଣଙ୍କ ଦାନ୍ତ ଯନ୍ତ୍ରଣା ହେଉଥିବା ।

ଏହା ସହିତ ଯେଉଁ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ଅସହ୍ୟ ଦରଦ ବିନ୍ଧା କରୁଥିବ । ସେହି ସ୍ଥାନରେ ହିଁ ପେଷ୍ଟ ଲାଗିଥିବା ତୁଳାକୁ ୧ ଘଣ୍ଟା ପର୍ଯ୍ୟନ୍ତ ମାଡି ରଖନ୍ତୁ । ଆପଣ ରାତିରେ ଖାଦ୍ୟ ଖାଇସାରିବା ପରେ ଏହି ଉପାୟ କରନ୍ତୁ । ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଦ୍ୟ ଓ ପାଣିର ସେବନ କରନ୍ତୁ ନାହିଁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା କୁଆଡେ ଗାୟବ ହୋଇଯିବ ।

 

ଦିତୀୟ ଉପାୟଟି ହେଉଛି ଏକ ପିଆଜକୁ ଆଣି ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ସେହି କଟା ପିଆଜକୁ ଗ୍ରାଇଣ୍ଡିଙ୍ଗ କରି ତାହାକୁ ଛଣା ସାହାଜ୍ଯରେ ଛାଣି ତାହାର ରସ ବାହାର କରିଦିଅନ୍ତୁ । ସେହି ରସକୁ ଏକ ତୁଳା ସାହାଜ୍ଯରେ ବୁଡାଇ ଯେଉଁ ସ୍ଥାନରେ ଦାନ୍ତ ଯନ୍ତ୍ରଣା ଅନୁଭୂତ ହେଉଥିବ । ସେହି ଜାଗାରେ ୧ ଘଣ୍ଟା ପର୍ଯ୍ୟନ୍ତ ମାଡି ରଖନ୍ତୁ ।

ଯେତେବେଳେ ମଧ୍ୟ ଆପଣଙ୍କର ଦାନ୍ତ ବିନ୍ଧା ଆରମ୍ବ ହୋଇଯିବ । ଆପଣ ପିଜୁଳୀ ଗଛର ୨ ରୁ ୩ ଟି କଅଁଳ ପତ୍ର ଆଣି ତାହାକୁ ଚୋବାଇ ଦିଅନ୍ତୁ । ଯଦି ଆପଣଙ୍କର ଅସହ୍ୟ ଦାନ୍ତ ବିନ୍ଧା ହେଉଥାଏ । ଆପଣ ପିଜୁଳୀ ପତ୍ରକୁ ଚୋବାଇ ପାରିବେ ନାହିଁ । ତେବେ ଆପଣ ୩ ରୁ ୪ ଟି ପିଜୁଳୀ ପତ୍ର ଆଣି ତାହାକୁ ପାଣିରେ ଫୁଟାଇ ଦିଅନ୍ତୁ ।

 

କିଛି ସମୟ ପାଣି ଫୁଟି ସାରିଲା ପରେ ସେହି ପାଣିରୁ ପିଜୁଳୀ ପତ୍ର କାଢି ଦେଇ ଖାଲି ପାଣିରେ କୂଳୀ କରି ଦିଅନ୍ତୁ । ଯେଉଁ ମାନଙ୍କର ଦାନ୍ତ ସମସ୍ଯା ହେଉଥିବ । ଏହି ଏହି ଉପାୟ କରିବା ଦ୍ଵାରା ଦାନ୍ତ ବିନ୍ଧାରୁ ବହୁତ ଜଲ୍ଦି ଆରାମ ମିଳିଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button