ରାଜ୍ୟ

ଦୁବାଇ ଗଲା ଉପମୁଖ୍ୟମନ୍ତ୍ରୀଙ୍କ ବାଡ଼ିରେ ଫଳିଥିବା ଡ୍ରାଗନ୍ ଫ୍ରୁଟ୍

ଭୁବନେଶ୍ଵର, ୦୪/୯ : ଓଡ଼ିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ନିଜେ କୃଷି ମନ୍ତ୍ରୀ ଓ ଚାଷୀ ହିସାବରେ ଡ୍ରାଗନ ଫ୍ରୁଟ୍‌କୁ ରପ୍ତାନି କରିଛନ୍ତି। ରପ୍ତାନି ବେଳେ କୃଷି ସଚିବ ଅରବିନ୍ଦ ପାଢୀ ବି ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଜଣେ ସଫଳ ରାଜନେତା ସହ ଜଣେ ସଫଳ ଚାଷୀ।ସେ ୭ ଏକର ଜମିରେ ଡ୍ରାଗନ ଫ୍ରୁଟ୍‌ ଚାଷ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button