ରାଜ୍ୟ

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ହରି ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର, ୦୪/୯ : ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ହରି ବିଶ୍ଵାଳଙ୍କ ପରଲୋକ ଘଟିଛି। ‘ଅସ୍ତରାଗ’ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ହରି ବିଶ୍ଵାଳ। ଏହା ବ୍ୟତୀତ ବହୁ ଓଡ଼ିଆ ସିନେମାର ପ୍ରଯୋଜନା ଭାର ବହନ କରିବା ସହ ପ୍ରଡକ୍ସନ କଂଟ୍ରୋଲର ଭାବେ ସେ କାମ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button