ରାଜ୍ୟ
ହାଇକୋର୍ଟ ଗଲେ ସଂଯୁକ୍ତା ମହଲା – Ibnodisha

[ad_1]
ବ୍ୟୁରୋ : ବଢିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡୁଆ | ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା ମହଲା | ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଦର୍ଶାଇଲେ | ମାମଲାରେ ଶ୍ରୀକାନ୍ତ ସାହୁଙ୍କ ସମେତ ୫ ଜଣ ପକ୍ଷଭୁକ୍ତ | ରାଜ୍ୟ ସରକାର , ପୋଲିସ କମିଶନର , ଡିସିପି , ମହିଳା ଥାନା ଆଇଆଇସି ପକ୍ଷଭୁକ୍ତ |
ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ: ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ଖେଳିବେ
The post ହାଇକୋର୍ଟ ଗଲେ ସଂଯୁକ୍ତା ମହଲା appeared first on ONA KHABAR.
[ad_2]