IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି 6 ଟି କାମ, ସ୍ଵାମୀ ହେଇଯିବେ କାଙ୍ଗାଳ, କେବେ ବି ପିଛା ଛାଡିବ ନାହିଁ ଦରିଦ୍ରତା

ସୂଚନା ଅନୁସାରେ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଗୂଢ ତତ୍ଵ ରହିଛି । ଯାହାର ପାଳନ ଦ୍ଵାରା ଘର ପରିବାରରେ ଉନ୍ନତି ହୋଇଥାଏ । ଘରେ ସର୍ବଦା ଶାନ୍ତିର ପରିବେଶ ଦେଖିବାକୁ ମିଳିଥାଏ । ଘରର ବୋହୁ ଘର ପାଇଁ ଲକ୍ଷ୍ମୀ ହୋଇଥାନ୍ତି । ସେଥିପାଇଁ ବିବାହିତ ମହିଳା ମାନେ ଏପରି କିଛି ରାତିରେ କରିବା ଉଚିତ ନୁହେଁ । ଯାହା ଦ୍ଵାରା ନିଜ ସ୍ଵାମୀଙ୍କର ଦରିଦ୍ରତା ଆସିଯାଇଥାଏ । ଘରେ ନକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।

 

ରାତିରେ ଶୋଇଲା ସମୟରେ ମହିଳା ମାନେ ନିଜ କେଶକୁ ବାନ୍ଧି କରି ଶୋଇବା ଉଚିତ । କାରଣ ଯଦି ଜଣେ ମହିଳା ନିଜର କେଶ ମୁକୁଳା କରି ଶୋଇଥାଏ । ସେହି ଘରେ ନକରାତ୍ମକ ପ୍ରଭାବ ପଡିଥାଏ । ଘର କାର୍ଯ୍ୟରେ ସଫଳ ହେବା ପାଇଁ ଅନେକ  ବାଧାବିଘ୍ନ ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ସେହି ଘରୁ ମା ଲକ୍ଷ୍ମୀ ମଧ୍ୟ ଚାଲିଯାଇଥାନ୍ତି । ରାତିରେ ଘରୁ କ୍ଷୀର କିମ୍ବା ଦହି କାହାକୁ ଦିଆଯିବା ଉଚିତ ନୁହେଁ ।

କାରଣ ଏହା ଦ୍ଵାରା ଘର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ରାତିର ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ । ଏହା ଉଭୟ ପୁରୁଷ ଓ ମହିଳା କରିବା ଦରକାର । ସଙ୍ଗେ ସଙ୍ଗେ ଖାଇକି ଶୁଅନ୍ତୁ ନାହିଁ । ଏହା ଦ୍ଵାରା ନିଦ ଖରାପ ହେବା ସହିତ ଖାଦ୍ୟ ଭଲ ଭାବରେ ହଜମ ହୋଇନଥାଏ । ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ ।

 

ଏହା ଦ୍ଵାରା ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । ରାତିରେ ଶୋଇବା ପୂର୍ବରୁ ମୁହଁରେ ମେକପ କିମ୍ବା ଦେହରେ ଅତର ପକାଇବା ଉଚିତ ନୁହେଁ । ଯଦି ଏପରି କୌଣସି ମହିଳା କରିଥାନ୍ତି । ତେବେ ସେହି ମହିଳାଙ୍କ ଉପରେ ନକରାତ୍ମକ ପ୍ରଭାବ ରହିଥାଏ । ଯାହା ଦ୍ଵାରା ସେହି ଘର ନର୍କରେ ମଧ୍ୟ ପରିଣତ ହୋଇଯାଇପାରେ । ମହିଳାମାନେ ରାତିରେ କେବେ ମଧ୍ୟ ଶ୍ମଶାନକୁ ଯିବା ଉଚିତ ନୁହେଁ ।

ଏହା ଦ୍ଵାରା ମହିଳାଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡିଥାଏ । ରାତିରେ ଶୋଇବା ପୂର୍ବରୁ କେବେ ମଧ୍ୟ ଶୋଉଥିବା ବିଛଣା ପାଖରେ ଝାଡୁକୁ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ସେଥିପାଇଁ ମହିଳାମାନେ ଶୋଇବା ପୂର୍ବରୁ ଝାଡୁକୁ ଦକ୍ଷିଣ ଦିଗରେ ରଖୀ ଶୁଅନ୍ତୁ । ଏହା ଦ୍ଵାରା ଘରେ ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ ହୋଇଥାଏ ।

 

ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ସଦୃଶ ବିଚାର କରାଯାଇଥାଏ । ଯେଉଁ ଘରେ ମହିଳା ମାନଙ୍କୁ ଅନାଦର କରାଯାଇଥାଏ । ସେହି ଘରେ ମା ଲକ୍ଷ୍ମୀ ରହିବାକୁ ପସନ୍ଦ କରିନଥାନ୍ତି । ଯାହା ଦ୍ଵାରା ଘରେ ଦରିଦ୍ରତା ବଢିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button