ଏଭଳି ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ, ଏମାନଙ୍କ ଠାରୁ ରୁହନ୍ତୁ ଦୂରେଇ…

। ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାରର ଝିଅ ଦେଖିବାକୁ ମିଳିଥାନ୍ତି । ସବୁ ଝିଅଙ୍କ ସ୍ଵଭାବ ଓ ଆଚାର ବିଚାର ସମାନ ହୋଇନଥାଏ । ଘରର ଝିଅକୁ ମା ଲକ୍ଷ୍ମୀଙ୍କର ଅଂଶ ବୋଲି ବିବେଚନା କରାଯାଇଥାଏ । ଏହି ସଂସାରରେ ୫ ପ୍ରଜାତିର ନାରୀ ଦେଖିବାକୁ ମିଳିଥାନ୍ତି । ପ୍ରଥମେ ହେଉଛି ଚିତ୍ରିଣୀ ପ୍ରକୃତିର ନାରୀମାନେ ଏମାନେ ଅନ୍ୟ ଲୋକଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି । ସବୁ କାମକୁ ଶୀଘ୍ର ଶୀଘ୍ର କରିବାରେ ଏମାନେ ଆଗ୍ରହ ରଖିଥାନ୍ତି । ନିଜକୁ ସୁନ୍ଦର ଭାବେ ସଜାଇ ରଖିବାକୁ ରୁଚି ରଖିଥାନ୍ତି ।
ଏମାନଙ୍କ ଦ୍ଵାରା ବହୁତ ପରିଶ୍ରମ କାର୍ଯ୍ୟ ହୋଇପାରିନଥାଏ । ଏମାନେ ବୁଦ୍ଧିମତୀ ହୋଇଥାନ୍ତି । ଏହି ନାରୀମାନେ ତୀର୍ଥ, ବ୍ରତ ଓ ସାଧୁ ସନ୍ଥଙ୍କ ସେବାରେ ମନାନିବେଶ କରିବାକୁ ପସନ୍ଦ କରିଥାନ୍ତି । ଦେଖିବାକୁ ଏହି ନାରୀମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ଗରିବ ପରିବାରରେବ ଜନ୍ମ ହୋଇଥିଲେ ମଧ୍ୟ ଶାଶୁ ଘରେ ପାଟ ରାଣୀ ଭଳି ସୁଖ ଭୋଗିଥାନ୍ତି ।
ଦିତୀୟରେ ଶଙ୍ଖିନ୍ନୀ ପ୍ରକୃତିର ନାରୀମାନେ ଏମାନେ ଅନ୍ୟ ନାରୀ ଅପେକ୍ଷା ଲମ୍ବା ହୋଇଥାନ୍ତି । ଏହି ନାରୀମାନେ ପ୍ରାୟ ସମୟରେ ଦୁଃଖୀ ଭଳି ଦେଖା ଯାଇଥାନ୍ତି । ଏମାନେ କଥା କଥାରେ ଅନ୍ୟ ଉପରେ ରାଗିଯାଇଥାନ୍ତି । ସର୍ବଦା ଭୋଗ ବିଳାସରେ ବୁଡି ରହିବାକୁ ଭଲ ପାଇଥାନ୍ତି । ସ୍ଵାମୀର ଆଦେଶ ପାଳନ କରିବାକୁ ପସନ୍ଦ କରିନଥାନ୍ତି । ଏମାନଙ୍କ ହୃଦୟ ବହୁତ କଠୋର ହୋଇଥାଏ ।
ଘର ପରିବାର ସହିତ ଅନେକ ସମୟରେ ମନ ମତାନ୍ତର କରିବାରେ ଏହି ନାରୀମାନଙ୍କର ସ୍ଵଭାବ ରହିଥାଏ । ଚୁଗୁଲାମୀ କରିବାକୁ ଏମାନେ ଭଲ ପାଇଥାନ୍ତି । ତୃତୀୟରେ ହସ୍ତିନୀ ପ୍ରକୃତିର ମହିଳାମାନେ ଭୋଗ ବିଳାସ କରିବା ଇଛା ଅଧିକ ଭାବରେ ରହିଥାଏ । ଏମାନଙ୍କ ସ୍ଵଭାବ ପ୍ରାୟ ସମୟରେ ବଦଳୁ ଥିବାର ଦେଖା ଯାଇଥାଏ । ଏମାନେ ଅଧିକ ଖାଇବାକୁ ଭଲ ପାଇଥାନ୍ତି । ଏହି ନାରୀମାନେ ଅଳସୁଆ ପ୍ରବୃତିର ହୋଇଥାନ୍ତି ।
ଏମାନଙ୍କର ସ୍ଵାମୀ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ରାଗୀ ହୋଇଥିବାରୁ ପରିବାର ସହିତ ଓ ସ୍ଵାମୀ ସହିତ ପ୍ରାୟ ସାମୀରେ କଳହ କରିଥାନ୍ତି । ଚତୁର୍ଥରେ ପଦ୍ମିନୀ ଜାତିର ମହିଳା ମାନେ ନିଜ ଘର ପରିବାରକୁ ବହୁତ ଭଲ ପାଇଥାନ୍ତି । ଏମାନେ ପତୀବ୍ରତା ନାରୀ ହୋଇଥାନ୍ତି । ଏମାନଙ୍କ ଶରୀରରୁ ପଦ୍ମ ଫୁଲର ମହକ ଆସିଥାଏ । ସବୁବେଳେ ନିଜେ ହସିବା ସହ ଅନ୍ୟ ଲୋକଙ୍କ ମୁହଁରେ ହସ ଭରିଦେବା ପାଇଁ ଭଲ ପାଇଥାନ୍ତି ।
ପଞ୍ଚମରେ କୁନସ୍ତଲୀ ଜାତିର ଝିଅମାନେ ଏହି ମହିଳାମାନେ ନିଜ ପରିବାରର ଦୁଃଖର କାରଣ ହୋଇଥାନ୍ତି । ଏମାନଙ୍କର ମୁହଁରେ ଲାଜସରମ ନଥାଏ । ଏମାନଙ୍କର ମନ ନିଜ ସ୍ଵାମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ବେଶି ଆକର୍ଷିତ ଥାଏ । ସେଥିପାଇଁ ଏପରି ମହିଳା ମାନଙ୍କୁ କେହି ଭଲ ପାଇନଥାନ୍ତି । ସମସ୍ତେ ଏପରି ନାରୀଙ୍କୁ ଅନାଦର କରିଥାନ୍ତି ।