IBN ଓଡ଼ିଶା ବ୍ୟୁରୋ

କାଉ ଦେଇଥାଏ ଭାଗ୍ୟ ବଦଳିବାର ଏହି 10 ଟି ସଙ୍କେତ…କଣ ଆପଣଙ୍କୁ ଏମିତି ସଙ୍କେତ ମିଳୁ ନାହିଁ ତ ?

। ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ବିଷୟ ଯାହାଦ୍ୱାରା ଆପଣ ଜାଣି ପାରିବେ କାଉ ଘରକୁ ଆସି କିପରି ଓ କେଉଁ କେଉଁ ସଂକେତ ଗୁଡିକ ଦେଇଥାଏ । ଯାହାଦ୍ୱାରା ଆପଣ ଜାଣି ପାରିବେ ଆପଣ ଙ୍କର ଆସୁଥିବା ସମୟ କିପରି ରହିବ । ବନ୍ଧୁଗଣ କାଉ ଶନି ଦେବ ଙ୍କର ବାହନ ଅଟେ । କାଉ ମଣିଷ ର ଶୁଭ ଓ ଅଶୁଭ ସମୟ ଆସିବା ପୂର୍ବରୁ ଜାଣି ମଣିଷ କୁ କିଛି ସଂକେତ ମାନ ଦେଇ ଦେଇଥାଏ ।

 

ଯାହା ଜାଣି ମଣିଷ ସମୟ ପୂର୍ବରୁ ସତର୍କ ହୋଇ ଯାଇଥାଏ । ବନ୍ଧୁଗଣ ଯଦି କେହି କାଉ ସକାଳ ସମୟରେ ଆପଣଙ୍କ ଘର ପାଖରେ ବା ଘର ଉପରେ କିଛି ଖାଇବା ବା ରୁଟି ନିଜ ଥଣ୍ଟ ରୁ ପକାଇ ଦିଏ, ତେବେ ଏହା ଏକ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣ ଙ୍କର ଆସୁଥିବା ସମୟରେ ଆପଣଙ୍କ ଜୀବନରେ ଧନ ର ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ ।

ଦ୍ଵିତୀୟ ସଂକେତ, ବନ୍ଧୁଗଣ ଯଦି ଆପଣ କୌଣସି ସ୍ଥାନ କୁ ଯାଉଥାନ୍ତି, ଏବଂ ହଟାତ କେହି କାଉ କୌଣସି ସ୍ଥାନରେ ମାଟି ଖୋଳୁଥିବାର ଦେଖୁଛନ୍ତି । ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ଯାତ୍ରା କରୁଛନ୍ତି ତାହା ସଫଳ ହେବ । ତୃତୀୟ ସଂକେତ ଟି ହେଉଛି ଯଦି ଆପଣ ଯାତ୍ରା ସମୟରେ କୌଣସି କାଉ କୁ କୌଣସି ଘର ପାଚେରି ଉପରେ ବସିଥିବାର ଦେଖୁଛନ୍ତି, ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ । କାରଣ କୁହାଯାଏ, କାଉ ସେହି ସମୟରେ ଆପଣଙ୍କୁ ଆଶୀର୍ବାଦ ଦେଇଥାଏ ।

 

ବନ୍ଧୁଗଣ ଚତୁର୍ଥ ସଂକେତ ଟି ହେଉଛି, ସ୍ଵପ୍ନ ରେ କାଉ କୁ ଦେଖିବା । ଏହା ଅର୍ଥ ଆପଣଙ୍କ ଜୀବନର ସମସ୍ତ ଆର୍ଥିକ ସମସ୍ଯା ଶୀଘ୍ର ହିଁ ଦୂର ହେବାକୁ ଯାଉଛି । ପଞ୍ଚମ ସଂକେତ ଟି ହେଉଛି ଯୋଡା ରେ କାଉ କୁ ଦେଖିବା । ବନ୍ଧୁଗଣ ଏହାର ଅର୍ଥ ଆପଣ ଙ୍କର ଘର ପରିବାର ରେ ଶୀଘ୍ର ହିଁ ବିବାହ ହେବ । ବନ୍ଧୁଗଣ ଯଦି ଆପଣଙ୍କ ଘରେ କାଉ ପାଣି ପିଏ, ତେବେ ଏହାର ଅର୍ଥ ଯଦି ଘରେ କେହି ଅସୁସ୍ଥ ବ୍ୟକ୍ତି ଅଛନ୍ତି, ତେବେ ଶୀଘ୍ର ହିଁ ତାଙ୍କର ସ୍ୱାସ୍ଥ୍ୟ ଭଲ ହୋଇଯିବ ।

ସପ୍ତମ ସଂକେତ ଟି ହେଉଛି, ଯଦି କେହି କାଉ ସକାଳ ସମୟରେ ଆପଣଙ୍କ ଘରକୁ ଆସୁଛି ତେବେ ଏହାର ଅର୍ଥ ଶୀଘ୍ର ହିଁ ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ । ଅଷ୍ଟମ ସଙ୍କେତ ଟି ହେଉଛି କାଉ ଯଦି ଆପଣଙ୍କ ଘରର ଆଖ ପାଖରେ ଅଣ୍ଡା ଦିଏ, ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । କାରଣ କାଉ ମାନେ ସବୁବେଳେ ସକରାତ୍ମକତା ଯୁକ୍ତ ସ୍ଥାନରେ ହିଁ ଅଣ୍ଡା ଦେଇଥାନ୍ତି ।

 

ବନ୍ଧୁଗଣ ନବମ ସଂକେତ ଟି ହେଉଛି ଯଦି ଆପଣ କୌଣସି ଅଳିଆ ଜମା ସ୍ଥାନରେ କାଉ କୁ ଦେଖିଥାନ୍ତି, ତେବେ ଏହାର ଅର୍ଥ ହେଉଛି କି ଆପଣ ଶୀଘ୍ର ହିଁ ନିଜ କାର୍ଯ୍ୟ କ୍ଷେତ୍ରରେ ଅଧିକ ରୁ ଅଧିକ ଉନ୍ନତି କରିବାକୁ ଯାଉଛନ୍ତି । ବନ୍ଧୁଗଣ ଶେଷ ବା ଦଶମ ସଂକେତ ଟି ହେଉଛି, ଯଦି କୌଣସି ଶନିବାର ଦିନ ଆପଣଙ୍କ ଘର କୁ କୌଣସି କାଉ ଆସୁଛି ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଶନିଦେବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button