IBN ଓଡ଼ିଶା ବ୍ୟୁରୋ

ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 5 ଟି ଜିନିଷ, ନହେଲେ ଆପଣଙ୍କ ସ୍ଵାମୀ ହେଇଯିବେ କାଙ୍ଗାଳ

ବନ୍ଧୁଗଣ, ବିବାହିତ ନାରୀ ମାନେ କେଉଁ ସବୁ ଜିନିଷ ପିନ୍ଧିଲେ ସ୍ଵାମୀ ଙ୍କୁ କାଳ ପଡିଥାଏ ତଥା ସ୍ଵାମୀ ଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପଡିଥାଏ ? ଏହା ଫଳରେ ସ୍ଵାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ । ଏଣୁ ନାରୀ ମାନେ ସାଧାରଣତ ଏହି ବିଷୟ ସମ୍ବନ୍ଧରେ ଜାଣି ରଖିବା ଆବଶ୍ୟକ । ଆସନ୍ତୁ ଜାଣିବା ତାହା କଣ ଅଟେ ?

ବିବାହ ହେଉଛି ଏକ ପବିତ୍ର ଏକ ଘନିଷ୍ଠ ସମ୍ପର୍କ । ସମସ୍ତେ ଏହା କହିଥାନ୍ତି ଯେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ସ୍ଵର୍ଗ ରୁ ନିର୍ମିତ ହୋଇଥାଏ । ଏଣୁ ସ୍ତ୍ରୀ ସମସ୍ତ ଶୁଭ ଅଶୁଭ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀ ର ଭୁଲ କାର୍ଯ୍ୟ ଅଥବା ପାପ କାର୍ଯ୍ୟ ସ୍ଵାମୀ ଙ୍କୁ କାଙ୍ଗାଳ ଅଥବା ତଳିତଳାନ୍ତ କରିଦେଇ ଥାଏ । ଏଣୁ ସ୍ତ୍ରୀ ମାନେ ଏହିଭଳି ଭୁଲ କରିବା ଉଚିତ ହୋଇନଥାଏ ଯାହା ଫଳରେ ସ୍ଵାମୀ ଙ୍କ ଅନିଷ୍ଠ ହୋଇଥାଏ ।

 

୧- ସୁନାର ଗହଣା ବିବାହିତ ନାରୀ ମାନଙ୍କ ର ମନପସନ୍ଦ ର ଜିନିଷ ହୋଇଥାଏ । ମାତ୍ର ଏଭଳି ସୁନା ର ଅଳଙ୍କାର ରହିଅଛି ଯାହାକୁ ପରିଧାନ କରିବା ସ୍ଵାମୀ ତଥା ପରିବାରର ଅମଙ୍ଗଳ ହୋଇଥାଏ । ଗୋଟିଏ ହେଉଛି ସୁନାର ପାଊଁଚି, ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ । ଏହାକୁ ବିବାହିତ ନାରୀ ମାନେ ପାଦରେ ପିନ୍ଧିବା ଦ୍ଵାରା ଅଶୁଭ ହୋଇଥାଏ । ଘରକୁ ଅଭାବ ଆସିଥାଏ । ଉନ୍ନତି ରେ ବାଧା ସୃଷ୍ଟି ହୋଇଥାଏ ।

 

୨- ଆଧୁନିକ ଯୁଗ ଅନୁଯାୟୀ ନିଜର ଷ୍ଟାଇଲ କୁ ମେଣ୍ଟେନ କରିବା ନିମନ୍ତେ ଅନେକ ନାରୀ ଧଳା ଶାଢୀ ପରିଧାନ କରିଥାନ୍ତି । ଏହା ବିବାହିତ ନାରୀ ମାନଙ୍କ ନିମନ୍ତେ ଉଚିତ ହୋଇନଥାଏ । ଏହିଭଳି କରିବା ଦ୍ଵାରା ପୁରାଣ ତଥା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ଵାମୀ ଙ୍କ ମୃତ୍ୟୁ କୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ କେବଳ ବିଧବା ନାରୀ ମାନେ ଧଳା ବସ୍ତ୍ର ପିନ୍ଧିବା ବିଧେୟ ହୋଇଥାଏ ।

୩- ମଙ୍ଗଳ ସୂତ୍ର ହେଉଅଛି ବିବାହ ନାରୀ ମାନଙ୍କ ସୁହାଗ ର ପ୍ରତୀକ । ମାତ୍ର ଆଧୁନିକ ଯୁଗରେ ଅନେକ ବିବାହିତ ନାରୀମାନେ ମଙ୍ଗଳସୂତ୍ର କୁ ଗଳା ରେ ଧାରଣ ନ କରି ତାହାକୁ ହାତରେ ଧାରଣ କରିଥାନ୍ତି । ଏପରି କରିବା ଦ୍ଵାରା ସ୍ଵାମୀ ର ଅମଙ୍ଗଳ ହୋଇଥାଏ ।

 

୪- ସିନ୍ଦୁର ବିବାହିତ ନାରୀ ର ସଧବା ହେବାର ପରିଚୟ ଦେଇଥାଏ । ଏବଂ ସ୍ଵାମୀ ଙ୍କୁ ଦୀର୍ଘାୟୁ ହେବାରେ ସାହାର୍ଯ୍ୟ କରିଥାଏ । ମାତ୍ର ଆଜିର ଆଧୁନିକ ଯୁଗରେ କେହି ସିନ୍ଦୁର ପରିଧାନ କରିବାକୁ ସଙ୍କୋଚ କରୁଛନ୍ତି । ଏବଂ ବିଭିନ୍ନ ରଙ୍ଗର ସିନ୍ଦୁର ପିନ୍ଧିବାକୁ ମଧ୍ୟ ପଛାଉ ନାହାନ୍ତି । ଏପରି କରିବା ଦ୍ଵାରା ସ୍ଵାମୀ ଙ୍କ ଆୟୁଷ ହାନୀ ହୋଇଥାଏ । ଏହି ଛୋଟ ଛୋଟ ବିଷୟ ପ୍ରତି ବିବାହିତ ନାରୀ ମାନେ ଧ୍ୟାନ ଦେବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button