ଯେଉଁ ମହିଳାଙ୍କର ଏହି 3 ଟି ହୋଇଥାଏ ବଡ, ସେମାନେ ହୋଇଥାନ୍ତି ଅଶୁଭ

ସୂଚନା ଅନୁସାରେ ଦୁନିଆରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ନାରୀମାନେ କାହାର ଝିଅ, ଭଉଣୀ କାହାର ସ୍ତ୍ରୀ ଓ ପୁଣି କେତେବେଳେ ମା ରୂପ ନେଇଥାନ୍ତି । ପରିବାରର ସବୁ ସଦସ୍ୟଙ୍କ କଥା ବୁଝିବାରେ ନାରୀ ମାନଙ୍କର ଅବଦାନ ବହୁତ ହିଁ ରହିଥାଏ । ଏହି ନାରୀ ମାନଙ୍କର କିଛି ଏପରି ଅଙ୍ଗ ରହିଛି ଯଦି ସେହି ଅଙ୍ଗ ଗୁଡିକ ଅତ୍ୟଧିକ ବଡ ହୋଇଥିବ । ତାହେଲେ ସେମାନେ ଅଶୁଭ ବୋଲି ଧରାଯାଇଥାଏ ।
ମହିଳା ମାନଙ୍କର ସେହି ୩ଟି ଅଙ୍ଗ ବଡ ହେଲେ, ସେଥିରୁ ପରିବାର ତଥା ସମାଜରେ କ’ ଣ କ୍ଷତି ଘଟିଥାଏ । ସେହି ବିଷୟରେ ଆଲୋଚନା କରିବା । ପ୍ରଥମେ ହେଉଛି କେଶ । ଯେଉଁ ମହିଳାମାନଙ୍କର କେଶ ଅତ୍ୟନ୍ତ ବଡ ହୋଇଥିବ । ସେହି ମହିଳା ମାନଙ୍କର ଲମ୍ବା ଓ ଘନ କେଶକୁ ଅଶୁଭ ବୋଲି କୁହାଯାଇଥାଏ । ଅଣ୍ଟା ତଳକୁ ଯାହାର କେଶ ଲମ୍ବି ଥିବ । ତେବେ ସେହି ନାରୀ ଉପରେ ନକରାତ୍ମକ ଶକ୍ତି ଆସର ବହୁତ ଶୀଘ୍ର ପଡିଯାଇଥାଏ ।
ଏହି ମହିଳାମାନଙ୍କ ଉପରେ ବହୁତ ଜଲ୍ଦି ପୁରୁଷ ଆକର୍ଷିତ ହୋଇଯାଇଥାନ୍ତି । ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଅଣ୍ଟା ଠାରୁ ଲମ୍ବା କେଶ ରଖିବା ଉଚିତ ନୁହେଁ। ଏଥିପାଇଁ ନାରୀ ତଥା ତାଙ୍କ ପରିବାରକୁ ବହୁତ ପ୍ରକାର ସମସ୍ଯାର ସମ୍ମୁଖୀନ କରିବା ପାଇଁ ପଡିଥାଏ । ଦିତୀୟରେ ଯେଉଁ ମହିଳା ମାନଙ୍କର ବଡ ବଡ ସ୍ତନ ଥାଏ । ଏହି ବଡ ସ୍ତନ ସେହି ମହିଳା ମାନଙ୍କ ପାଇଁ ଶୁଭ ଲକ୍ଷଣ ହୋଇନଥାଏ ।
ଏହି ମହିଳା ମାନେ ମନରୁ ପବିତ୍ର ହୋଇଥିଲେ ମଧ୍ୟ କିଛି ଲୋକ ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି । ସମାଜରେ ଏପରି କିଛି ପୁରୁଷମାନେ ଅଛନ୍ତି, ଯେଉଁମାନେ ଏପରି ମହିଳା ମାନଙ୍କର ସେହି ଅଙ୍ଗକୁ ଦେଖି ସେମାନଙ୍କ ଉପରେ ଖରାପ ଦ୍ରୁଷ୍ଟି ମଧ୍ୟ ପକାଇଥାନ୍ତି । ଡାକ୍ତରଙ୍କ ମତରେ ମହିଳା ମାନଙ୍କର ସ୍ତନ ଅତ୍ୟଧିକ ବଡ ହୋଇଥିଲେ । ସେମାନେ ଭବିଷ୍ୟତରେ ସ୍ଵାସ୍ଥ ଜନିତ କିଛି ସମସ୍ଯାର ମଧ୍ୟ ଶିକାର ହୋଇପାରନ୍ତି ।
ତୃତୀୟରେ ଦୁନିଆର ପ୍ରତେକ ନାରୀ ସୁନ୍ଦର ହେବାପାଇଁ ଭଗବାନଙ୍କୁ ଡାକିଥାଏ । ସବୁ ମହିଳାମାନେ ସୁନ୍ଦର ହେବା ପାଇଁ ବହୁତ କିଛି ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ମହିଳାମାନେ ଯଦି ଅଧିକ ସୁନ୍ଦର ହୋଇଥାନ୍ତି । ତେବେ ଏହା ମଧ୍ୟ ବରବାଦୀର କାରଣ ସମୟ ସମୟରେ ବନିଯାଇଥାଏ । ନାରୀ ମାନଙ୍କ ଅତ୍ୟଧିକ ସୁନ୍ଦରତା ପାଇଁ ମଧ୍ୟ କେତେ ଯୁଦ୍ଧ ଲାଗିବାର କଥା ପୁରାଣରେ ବର୍ଣ୍ଣିତ ହୋଇଛି ।
ସେଥିପାଇଁ ନାରୀମାନେ ନିଜକୁ ଯେତିକି ଦରକାର ସେତିକି ସୁନ୍ଦର କରି ରଖିବା ଉଚିତ ଏହା ସହ ସେମାନେ ନିଜର ବ୍ୟବାହର ତଥା ଅନ୍ୟ କାମରେ ନିଜକୁ ମାର୍ଜିତ କରି ରଖିବା ଉଚିତ । ଉପରୋକ୍ତ ଏହି ଅଙ୍ଗ ଗୁଡିକ ମହିଳା ମାନଙ୍କର ଦରକାରରୁ ଅଧିକ ବଡ ହେବା ଶୁଭ ବୋଲି ଧରାଯାଇନଥାଏ ।