IBN ଓଡ଼ିଶା ବ୍ୟୁରୋ

ଗଙ୍ଗା ଠାରୁ ବି ଅଧିକ ପବିତ୍ର ହୋଇଥାନ୍ତି ଏହି 3ଟି ରାଶିର ଝିଅ ଦେଖନ୍ତୁ ଆପଣଙ୍କ ରାଶି ବି ଥାଇପାରେ

ବନ୍ଧୁଗଣ ଆଜି ଆମେ ଜାଣିବା ଏମିତି 3ଟି ରାଶିର ଝିଅଙ୍କ ବିଷୟରେ ଯେଉଁ ମାନେ ବିବାହ ପାଇଁ ପୁରା ପରଫେକ୍ଟ ଥାନ୍ତି । ଏମାନେ ଯାହାଙ୍କୁ ବିବାହ କରନ୍ତି ସେମାନଙ୍କର ଭାଗ୍ୟ ଖୋଲିଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଆମ ରାଶି ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାର ଅନୁସରଣ କରିବା ଦ୍ଵାରା ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ।

ରାଶି ଅନୁସାରେ କାହାକୁ ପାର୍ଟନର ବନାଇଲେ ଧ୍ୟାନ ଦେଇଥାନ୍ତି କି ଆପଣଙ୍କର ସବୁ ଅଭ୍ୟାସ ନିଜ ପାର୍ଟନରଙ୍କ ସହ ମିଶିବା ଦରକାର । ସମସ୍ତେ ଭଲ ସଂଗିନୀ ଚାହିଁଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି 3ଟି ରାଶି ବିଷୟରେ ଯେଉଁ ମାନେ ଅଧିକ ଖାସ ହୋଇଥାନ୍ତି । 1- ମେଷ ରାଶି : ଏହି ରାଶିର ଝିଅ ମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଯାହାର କାରଣରୁ ଏମାନଙ୍କ ପ୍ରତି ଲୋକ ଏମାନେ ଅଧିକ ଆକର୍ଷିତ ହୋଇଥାନ୍ତି ।

ସେଥିପାଇଁ ଏହି ରାଶିର ଝିଅ ମାନେ ସବୁଠୁ ପରଫେକ୍ଟ ଥାନ୍ତି । ଯେବେ ଜୀବନ ସାଥି ଙ୍କ ପାଇଁ କିଛି କରିବାର କଥା ଆସେ ତେବେ ଏମାନଙ୍କ ଠାରୁ ଭଲ ଜୀବନ ସାଥି ଆଉ କେହି ହୋଇ ନ ଥାନ୍ତି । ଯେବେ ବି ସାହାର୍ଯ୍ୟ ମାଗିଥାନ୍ତି ଏମାନେ ନିଜ ସାଥି ଙ୍କୁ ସାହାର୍ଯ୍ୟ କରନ୍ତି । ଆଉ ଏହା ବଦଳରେ ଏମାନେ ନିଜ ସାଥିଙ୍କ ଠାରୁ ସେହି ଆଶା ରଖିଥାନ୍ତି । ଏହି ରାଶିର ଝିଅ ମାନେ ନିଜ ପରିବାର ଓ ପିଲା ମାନଙ୍କର ବହୁତ କେୟାର ନେଇଥାନ୍ତି । ଏମାନେ ନିଜ ପରିବାର ପାଇଁ ବହୁତ ଷ୍ଟ୍ରଙ୍ଗ ମହିଳା ହୋଇଥାନ୍ତି । ଏଣୁ ଏମାନଙ୍କୁ କେବେ ବି ଇଗନୋର କରିବା ଉଚିତ ନୁହେଁ ।

 

2- କର୍କଟ ରାଶି : ଏହି ରାଶିର ଝିଅ ମାନଙ୍କୁ ସବୁଠୁ ପରଫେକ୍ଟ ମାନାଯାଏ । କାରଣ ଏହି ରାଶିର ଝିଅଙ୍କ ଠାରେ ଭାବନା ଅଧିକ ଥାଏ । ଏମାନେ ବହୁତ ଭାବନାତ୍ମକ ହୋଇଥାନ୍ତି । ଲଭ ହେଉ କି ଆରେଞ୍ଜ ମ୍ୟାରେଜ ଯଦି ଏମାନଙ୍କର ନିଜ ସାଥୀକୁ ନେଇ କିଛି ଭାବନା ସୃଷ୍ଟି ହୁଏ ତେବେ ସେହି ସମ୍ପର୍କ କୁ ସବୁ ଦିନ ପାଇଁ ବଜାୟ ରଖିଥାନ୍ତି । ଏମାନେ ନିଜ ସାଥୀଙ୍କୁ ଏତେ ଭଲ ପାଇଥାନ୍ତି କି ନିଜକୁ ଭୁଲି ଯାଇଥାନ୍ତି । ଏମାନଙ୍କ ପାଇଁ ଏମାନଙ୍କ ପରିବାର ହିଁ ସବୁ କିଛି ହୋଇଥାଏ । ଏମାନେ ନିଜ ପରିବାର ଓ ପିଲାଙ୍କର କେୟାର ଭଲ ଭାବେ ନେଇଥାନ୍ତି । ଯାହା ସୁଖୀ ପରିବାର ପାଇଁ ଜରୁରୀ ଅଟେ ।

3- ସିଂହ ରାଶି : ଏହି ରାଶିର ଝିଅ ମାନେ ସିଂହ ପରି ଅଧିକ ରାଗି ହୋଇଥାନ୍ତି । କିନ୍ତୁ ଯିଏ ଏମାନଙ୍କ ବିଷୟରେ ଜାଣିଥାଏ ସେମାନେ ତୁରନ୍ତ ବିଚାର ବଦଳାଇ ଦେଇଥାନ୍ତି । ଏମାନେ ପ୍ରତେକ୍ଷ ସ୍ଥିତିରେ ବିନା ସାହସରେ ସାମ୍ନା କରନ୍ତି । ବୀନା ଭୟରେ ସବୁ କମ କରନ୍ତି । ଏମାନେ ଅଧିକ ସାହସୀ ହୋଇଥାନ୍ତି । ଏମାନଙ୍କ ଠାରେ ଗର୍ବ, ଈର୍ଷା ନ ଥାଏ । ଘରେ ରାଜ କରିବା ସହ ଏମାନେ ସାଥିଙ୍କ ସହ ମର୍ଯ୍ୟାଦା ବନାଇ ରଖିଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button